ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଆଦି ପୁସ୍ତକ 41:46
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
53
54
55
56
57
Notes
No Verse Added
History
ଆଦି ପୁସ୍ତକ 41:46 (11 55 am)
ଆମ ବିଷୟରେ
Contact Us
ଆଦି ପୁସ୍ତକ 41:46
1
ଦୁଇବର୍ଷ
ପରେ
ଫାରୋ
ଏକ
ସ୍ବପ୍ନ
ଦେଖିଲେ।
ସେ
ସ୍ବପ୍ନ
ରେ
ଦେଖିଲେ
ଯେ,
ସେ
ନୀଳ
ନଦୀ
କୂଳ
ରେ
ଛିଡ଼ା
ହାଇେଛନ୍ତି।
2
ସହେି
ସ୍ବପ୍ନ
ରେ
ସାତଟି
ଗାଈ
ନଦୀ
ମଧ୍ଯରୁ
ବାହାରିଲେ
ଏବଂ
ସଠାେରେ
ଘାସ
ଚରିଲେ।
ସମାନେେ
ଦେଖିବାକୁ
ହୃଷ୍ଟ
ପୃଷ୍ଟ
ଓ
ସୁନ୍ଦର
ଥିଲେ।
3
ପୁଣି
ସାତଟି
ଦୁର୍ବଳ,
ରୁଗ୍ଣ
ଦଖାଯାେଉଥିବା
ଗାଈ
ନଦୀ
ମଧ୍ଯରୁ
ବାହରିଲେ।
ଏବଂ
ନଦୀ
କୂଳ
ରେ
ସହେି
ସ୍ବାସ୍ଥ୍ଯବାନ
ଗାଈମାନଙ୍କ
ପାଖ
ରେ
ଛିଡ଼ା
ହେଲେ।
କିନ୍ତୁ
ସହେି
ଗାଈଗୁଡ଼ିକ
ଦୁର୍ବଳ
ଓ
ରୋଗୀଣା
ଥିଲେ।
4
ସହେି
ସାତଟି
ଦୁର୍ବଳ
ଓ
ରୁଗ୍ଣ
ଦଖାଯାେଉଥିବା
ଗାଈଗୁଡ଼ିକ
ସହେି
ସାତଟି
ସ୍ବାସ୍ଥ୍ଯବାନ
ଗାଈକୁ
ଖାଇଗଲେ।
ସେତବେେଳେ
ଫାରୋ
ନିଦରୁ
ଉଠି
ପଡ଼ିଲେ।
5
ଫାରୋ
ପୁନ୍ନରାଯ
ଶଯନ
କଲେ
ଓ
ପୁନ୍ନରାଯ
ସ୍ବପ୍ନ
ଦେଖିଲେ।
ଗୋଟିଏ
ଶଣ୍ଢା
ରେ
ସାତଟି
ପରିପୃଷ୍ଟ
ଓ
ଉତ୍ତମ
ଶୀଷା
ବାହାରିଲା।
6
ସମାନଙ୍କେ
ପରେ,
ସାତ
ଧାନର
ମୁଣ୍ଡ
ବାହାରି
ଆସିଲା।
କିନ୍ତୁ
ଏହା
କ୍ଷୀଣ
ଥିଲା
ଏବଂ
ପୂର୍ବ
ବାଯୁ
ରେ
ଶୁଖିଗଲା
ପରି
ଦଖାଯାେଉଥିଲା।
7
ପୁଣି
ସହେି
ସାତଟି
ପରିପୁଷ୍ଠ
ଶୀଷାକୁ
ଏହି
ସାତଟି
କ୍ଷୀଣ
ଶୀଷାକୁ
ଗିଳି
ପକାଇଲେ।
ଏହି
ସମୟରେ
ଫାରୋଙ୍କର
ନିଦ୍ରା
ଭଙ୍ଗ
ହୁଅନ୍ତେ
ସ୍ବପ୍ନ
ମାତ୍ର
ଜ୍ଞାନ
ହେଲା।
8
ଏହାପରେ
ପ୍ରଭାତ
ରେ
ତାଙ୍କର
ମନ
ଉତ୍ବିଗ୍ନ
ହେଲା।
ତେଣୁ
ସେ
ଲୋକ
ପଠାଇ
ମିଶର
ଦେଶୀଯ
ପ୍ରେତ୍ୟକକ
ମନ୍ତ୍ରଜ୍ଞ
ଓ
ଜ୍ଞାନୀ
ଲୋକମାନଙ୍କୁ
ଡ଼କାଇଲେ।
ମାତ୍ର
ଫାରୋ
ସମାନଙ୍କେ
ନିକଟରେ
ଆପଣା
ସ୍ବପ୍ନର
କଥା
କୁହନ୍ତେ
ସମାନଙ୍କେ
ମଧ୍ଯରୁ
କହେି
ତା'ର
ଅର୍ଥ
କହି
ପାରିଲେ
ନାହିଁ।
9
ସେତବେେଳେ
ମୂଖ୍ଯ
ପାନପାତ୍ର
ବାହକ
ଫାରୋଙ୍କୁ
ନିବଦନେ
କଲା।
ସେ
କହିଲା,
"ମୁଁ
ଆଜି
ସ୍ମରଣ
କରୁଛି
ଏକ
ଅପରାଧ
ମୁଁ
କରିଥିଲି।"
10
ଆପଣ
ମାେ
ପ୍ରତି
କୋର୍ଧିତ
ହାଇେ
ଏବଂ
ପ୍ରଧାନ
ରୋଟୀବାଲା
ଓ
ଆମ୍ଭମାନଙ୍କୁ
କାରାବାସ
କରିଥିଲେ।
11
ଏହାପରେ
ସହେି
ରାତ୍ରି
ରେ
ଆମ୍ଭମାନେେ
ପ୍ରେତ୍ୟକକ
ଏକ
ଏକ
ସ୍ବପ୍ନ
ଦେଖିଲୁ
ଏବଂ
ଦୁହିଁଙ୍କ
ସ୍ବପ୍ନର
ଅର୍ଥ
ଥିଲା।
12
ସଠାେରେ
ଜଣେ
ଏବ୍ରୀଯ
ଲୋକ
ଯେ
କି
ଆମ୍ଭମାନଙ୍କ
ସହିତ
ବନ୍ଦୀଶାଳା
ରେ
ଥିଲେ।
ସେ
ହେଉଛନ୍ତି
ରକ୍ଷକ
ସୈନ୍ଯାଧିପତିର
ଦାସ।
ଆମ୍ଭେ
ଆମ୍ଭମାନଙ୍କର
ସ୍ବପ୍ନ
ବିଷଯ
ରେ
ତାଙ୍କୁ
କହିଲୁ।
ଏବଂ
ସେ
ଆମ୍ଭକୁ
ତାହା
ସବୁ
ବୁଝାଇ
ଦେଲେ।
ସେ
ଆମ୍ଭ
ଦୁଇଜଣଙ୍କର
ସ୍ବପ୍ନର
ଅର୍ଥ
ବୁଝାଇ
ଦେଲେ।
13
ସେ
ଆମ୍ଭମାନଙ୍କୁ
ଯାହା
ସବୁ
କହିଥିଲଲେ
ତାହା
ସତ୍ଯ
ହେଲା।
ସେ
କହିଥିଲେ
ମୁଁ
ମୁକ୍ତ
ହବେି
ଏବଂ
ମାରେ
କର୍ମ
ରେ
ନିୟୁକ୍ତ
ହବେି।
ଏବଂ
ସହେିପରି
ହେଲା।
ସେ
କହିଥିଲେ
ସୂପକାର
ମରିବ।
ସେ
ମଧ୍ଯ
ମଲା।"
14
ତେଣୁ
ଫାରୋ
ଯୋଷଫଙ୍କେୁ
ବନ୍ଦୀଶାଳାରୁ
ଡ଼କାଇଲେ।
କାରାରକ୍ଷୀ
ଯୋଷଫଙ୍କେୁ
ଶୀଘ୍ର
ବନ୍ଦୀଶାଳାରୁ
ବାହାର
କଲେ।
ଯୋଷଫେ
କ୍ଷୌର
ହାଇେ
ଉତ୍ତମ
ବସ୍ତ୍ର
ପରିଧାନ
କଲେ।
ଏହାପରେ
ସେ
ଫାରୋକୁ
ଦଖାେ
କରିବାକୁ
ଗଲେ।
15
ଫାରୋ
ଯୋଷଫଙ୍କେୁ
ପଚାରିଲେ,
"ମୁଁ
ଏକ
ସ୍ବପ୍ନ
ଦେଖିଲି।
କିନ୍ତୁ
କୌଣସି
ଲୋକ
ଏହି
ସ୍ବପ୍ନର
ଅର୍ଥ
କରିପାରୁ
ନାହାଁନ୍ତି।
ମୁଁ
ଶୁଣିଲି
ଯେ
ତୁମ୍ଭେ
ସ୍ବପ୍ନର
ଅର୍ଥ
କରି
ପାରୁଛ।
ଯଦି
କହେି
ତୁମ୍ଭକୁ
ସ୍ବପ୍ନ
ବିଷଯ
ରେ
କୁ
ହେ।"
16
ଯୋଷଫେ
ଉତ୍ତର
ଦଲୋ,
"ମୁଁ
ପାରିବି
ନାହିଁ।
କିନ୍ତୁ
ହାଇପୋ
ରେ
ପରମେଶ୍ବର
ଏହାର
ଅର୍ଥ
କରିପାରନ୍ତି।"
17
ଏହାପରେ
ଫାରୋ
ଯୋଷଫଙ୍କେୁ
କହିଲେ,
"ମୁଁ
ସ୍ବପ୍ନ
ରେ
ଦେଖିଲି
ମୁଁ
ନୀଳ
ନଦୀ
କୂଳ
ରେ
ଛିଡ଼ା
ହାଇେଥିଲି।
18
ଏହାପରେ
ସାତାଟେି
ଗାଈ
ନଦୀରୁ
ବାହରି
ଘାସ
ଖାଇଲେ।
ସମାନେେ
ଦେଖିବାକୁ
ସୁସ୍ଥ
ସବଳ
ଓ
ସୁନ୍ଦର
ଥିଲେ।
19
ଏହାପରେ
ମୁଁ
ଦେଖିଲି
ଆଉ
ସାତଟି
ଦୁର୍ବଳ,
ରୁଗ୍ଣ
ଓ
କୁତ୍ସିତ
ଦଖାଯାେଉଥିବା
ଗାଈଗୁଡ଼ିକ
ନଦୀ
ମଧ୍ଯରୁ
ଉଠିଲେ,
ଯେଉଁମାନେ
କି
ଦୁର୍ବଳ
ଓ
ରୁଗ୍ଣ
ଦଖାଯାେଉଥିଲେ।
ସମାନଙ୍କେ
ପରି
କୁତ୍ସିତ
ଗାଈ
ମୁଁ
ସମୁଦାଯ
ମିଶର
ରେ
ଆଦୌ
ଦେଖି
ନଥିଲି!
20
ଏହାପରେ
ସହେି
ଦୁର୍ବଳ
କୁତ୍ସିତ
ଗାଈଗୁଡ଼ିକ
ସହେି
ସୁସ୍ଥବାନ
ଗାଈଗୁଡ଼ିକୁ
ଖାଇଗଲେ।
21
କିନ୍ତୁ
ସମାନେେ
ସହେିପରି
ଦୁର୍ବଳ
ଓ
କୁତ୍ସିତ
ଦଖାେ
ଯାଉଥାନ୍ତି।
ସମାନେେ
ଖାଇ
ସାରିବାପରେ
ନଖାଇଲା
ପରି
ଦଖାେ
ଯାଉଥିଲେ।
ଏହି
ସମୟରେ
ମାରେ
ନିଦ୍ରା
ଭାଙ୍ଗିଗଲା।
22
"ପୁଣିଥରେ
ସ୍ବପ୍ନ
ରେ
ମୁଁ
ଦେଖିଲି,
ଗୋଟିଏ
ଶଣ୍ଢା
ରେ
ସାତଟି
ପୁର୍ଣ୍ଣ
ଓ
ଉତ୍ତମ
ଶୀଷା
ବାହାରିଲା।
23
ଏହାପରେ
ସାତଟା
ମୁଣ୍ଡ
ବାହରି
ଆସିଲା
ଶୀଷା
ଉତ୍ପନ୍ନ
ହେଲା।
କିନ୍ତୁ
ସହେି
ଗୁଡ଼ିକ
କ୍ଷୀଣ
ପୂର୍ବ
ବାଯୁ
ରେ
ଶୁଖି
ୟାଇଥିବା
ପରି
ଦଖାେ
ଯାଉଥିଲା।
24
ପୁଣି
ସହେି
କ୍ଷୀଣ
ଶୀଷାଗୁଡ଼ିକ
ସହେି
ଉତ୍ତମ
ସାତଟି
ଶୀଷାକୁ
ଗିଳି
ପକାଇଲା।
25
ଏହାପରେ
ଯୋଷଫେ
ଫାରୋଙ୍କୁ
କହିଲେ,
"
ସହେି
ଦୁଇଟି
ସ୍ବପ୍ନ
ଏକା
ପ୍ରକାର।
ଯାହା
ଶିଘ୍ର
ଘଟିବାକୁ
ଯାଉଛି
ତାହା
ପରମେଶ୍ବର
ତୁମ୍ଭକୁ
କହୁଛନ୍ତି।
26
ଉଭୟ
ସ୍ବପ୍ନର
ଅର୍ଥ
ପ୍ରାଯ
ସମାନ।
ସାତଟି
ସ୍ବାସ୍ଥ୍ଯଗାଈ,
ସାତଟି
ଉତ୍ତମ
ଶୀଷା
ସାତବର୍ଷ
ଉତ୍ତମସ୍ବରୂପ
ଅଟନ୍ତି।
27
ଆଉ
ସହେି
ସାତଟି
ଦୁର୍ବଳ,
ରୁଗ୍ଣ
ଦଖାଯାେଉଥିବା
ଗାଈଗୁଡ଼ିକ
ଏ
ସହେି
ସାତଟି
କୃଶ,
କୁତ୍ସିତ
ଗୋରୁ
ସାତବର୍ଷ
ସ୍ବରୂପ।
ଆଉ
ପୂର୍ବୀଯ
ବାଯୁ
ରେ
ଶୁଷ୍କ
ସାତଟା
ଶୀଷା
ମଧ୍ଯ
ଦୁର୍ଭିକ୍ଷର
ସାତ
ବର୍ଷ
ସ୍ବରୂପ।
28
ପରମେଶ୍ବର
ଯାହା
କରିବାକୁ
ଉଦ୍ଯତ
ତାହା
ଫାରୋଙ୍କୁ
ଦଖାଇେ
ଅଛନ୍ତି।
29
ଦେଖନ୍ତୁ
ସମସ୍ତ
ଦେଶ
ରେ
ସାତବର୍ଷ
ମହା
ସୁଭିକ୍ଷା
ଆସୁଅଛି।
30
କିନ୍ତୁ
ତା'ପେଛ
ସାତବର୍ଷ
ଦୁର୍ଭିକ୍ଷ
ପଡ଼ିବ।
ସମସ୍ତ
ସୁଭିକ୍ଷ
ମିଶରଦେଶରୁ
ବିସ୍ତୃତ
ହବେ।
ଦୁର୍ଭିକ୍ଷ
ଦେଶକୁ
ଧ୍ବଂସ
କରିବ।
31
ଲୋକମାନେ
ଭୂଲିଯିବେ,
କ'ଣ
ତା'
ପୂର୍ବରୁ
ମିଶର
ରେ
ସୁର୍ଭିକ୍ଷ
ଥିଲା।
ପ୍ରଚୁର
ପରିମାଣ
ରେ
ଖାଦ୍ୟ
ମିଳୁଥିଲା
ବୋଲି।
32
"ଫାରୋ,
ତୁମ୍ଭେ
ଏକା
ପ୍ରକାର
ଦୁଇଟି
ସ୍ବପ୍ନ
ଦେଖିବାର
କାରଣ
କ'ଣ
ଜାଣ?
ପରମେଶ୍ବର
ଦଖାଇବୋକୁ
ଚାହାଁନ୍ତି
ଯେ,
ତାହା
ଖୁବ୍
ଶିଘ୍ର
ଘଟିବାକୁ
ଯାଉଛି।
33
ସେଥିପାଇଁ
ଫାରୋ
ଏକ
ବୁଦ୍ଧିମାନ,
ଜ୍ଞାନୀ
ଲୋକଙ୍କୁ
ମିଶରର
ଦାଯିତ୍ବ
ଦବୋ
ପାଇଁ
ମନୋନୀତ
କରିବେ।
34
ଏହାପରେ
ତୁମ୍ଭେ
ଆଉ
କିଛି
ଲୋକଙ୍କୁ
ବାଛ
ଯେ
କି
ଲୋକମାନଙ୍କଠାରୁ
ଖାଦ୍ୟ
ସଂଗ୍ରହ
କରନ୍ତୁ।
ଏହିସବୁ
ସୁର୍ଭିକ୍ଷ
ସମୟରେ,
ଲୋକମାନେ
ତାଙ୍କ
ଶଷ୍ଯର
ଏକ
ପଞ୍ଚମାଂଶ
ଖାଦ୍ୟ
ଦବେେ।
35
ଏହି
ପ୍ରକାର
ରେ
ଲୋକମାନେ
ସେ
ଉତ୍ତମ
ସାତବର୍ଷ
ମଧିଅରେ
ଏହି
ଖାଦ୍ୟ
ସଂଗ୍ରହ
କରି
ରଖିବ।
ଏହି
ପ୍ରକାର
ଖାଦ୍ୟ
ସଂଗ୍ରହ
କରି
ତୁମ୍ଭ
ନିଯନ୍ତ୍ରଣ
ରେ
ରଖ।
36
ଦୁର୍ଭିକ୍ଷ
ସାତବର୍ଷ
ସମୟରେ
ସମସ୍ତ
ମିଶରକୁ
ତୁମ୍ଭେ
ଖାଦ୍ୟ
ଯୋଗ
ପାରିବ।
ତେଣୁ
ମିଶର
ଦୁର୍ଭିକ୍ଷ
ୟୋଗୁ
ଧ୍ବଂସ
ହବେ
ନାହିଁ।"
37
ସେତବେେଳେ
ରାଜା
ଫାରୋ
ଏବଂ
ତାଙ୍କର
ଦାମମାନଙ୍କ
ଦୃଷ୍ଟି
ରେ
ଏହା
ଉତ୍ତମ
ଜ୍ଞାନ
ବୋଧ
ହେଲା।
38
ସେତବେେଳେ
ଫାରୋ
ସମାନଙ୍କେୁ
କହିଲେ,
"ମୁଁ
ଭାବୁଛି
ଆମ୍ଭେ
ଏହି
କାର୍ୟ୍ଯ
ପାଇଁ
ଯୋଷଫଙ୍କେଠାରୁ
ଆଉ
ଉତ୍ତମ
ଲୋକ
ପାଇପାରିବା
ନାହିଁ।
ପରମେଶ୍ବରଙ୍କ
ଆତ୍ମା
ତା'
ମଧିଅରେ
ଅଛନ୍ତି।"
39
ତେଣୁ
ଫାରୋ
ଯୋଷଫଙ୍କେୁ
କହିଲେ,
"ପରମେଶ୍ବର
ତୁମ୍ଭକୁ
ଏହି
ସବୁ
ଦଖାଇେ
ଥିବାରୁ
ତୁମ୍ଭେ
ଆମ୍ଭମାନଙ୍କ
ଅପେକ୍ଷା
ଅଧିକ
ଜ୍ଞାନୀ।
40
ମୁଁ
ମାରଦେେଶର
ଦାଯିତ୍ବ
ତୁମ୍ଭକୁ
ଦଲେି,
ଏବଂ
ସମସ୍ତ
ଲୋକ
ତୁମ୍ଭର
ଆଦେଶ
ମାନିବେ।
କବଳେ
ମୁଁ
ତୁମ୍ଭଠାରୁ
ବଡ଼
ହବେି।"
41
ଫାରୋ
ଯୋଷଫଙ୍କେୁ
କହିଲେ,
"ମୁଁ
ତୁମ୍ଭକୁ
ସମଗ୍ର
ମିଶର
ଦେଶ
ଉପରେ
ମୂଖ୍ଯଭାବେ
ନିୟୁକ୍ତ
କଲି।"
42
ଏହାପରେ
ଫାରୋ
ତାଙ୍କୁ
ଏକ
ବିଶଷେ
ମୁଦ୍ରିକା
ଦେଲେ।
ତାଙ୍କୁ
ସୁକ୍ଷ୍ମ
ବସ୍ତ୍ର
ପିନ୍ଧାଇ
ତାହାଙ୍କ
ଗଳା
ରେ
ସୁବର୍ଣ୍ଣହାର
ଦେଲେ।
43
ଫାରୋ
ଯୋଷଫଙ୍କେୁ
ଆପଣା
ଦ୍ବିତୀୟ
ରଥରେ
ଆରୋହଣ
କରାଇଲେ।
ଆଉ
ଲୋକମାନେ
ତାଙ୍କର
ଆଗେ
ଆଗେ,
"
ଯୋଷଫଙ୍କେୁ
ପ୍ରଣାମ
କର"
ବୋଲି
ଫାରୋ
ଲୋକମାନଙ୍କୁ
କହିଲେ।
44
ଫାରୋ
ଯୋଷଫଙ୍କେୁ
କହିଲେ,
"ମୁଁ
ଫାରୋ,
କୁନ୍ତୁ
ତୁମ୍ଭର
ଆଜ୍ଞା
ବିନା
ମିଶର
ରେ
କହେି
କିଛି
କରିପାରିବେ
ନାହିଁ।"
45
ଫାରୋ
ଯୋଷଫଙ୍କେୁ
ଏକ
ଅନ୍ୟ
ନାମ
ରେ
ନାମିତ
କଲେ,
"ସାଫନତ୍-ପାନହେ"
ଫାରୋ
ଯୋଷଫଙ୍କେୁ
ଓନ
ନଗର
ନିବାସୀ
ପୋଟୀଫର
ନାମକ
ଯାଜକର
ଆସନ୍ନତ୍
ନାମ୍ନୀ
କନ୍ଯା
ସହିତ
ବିବାହ
ଦେଲେ।
ଯୋଷଫେ
ସମସ୍ତ
ମିଶ
ରେ
ଦେଶ
ମଧ୍ଯଦଇେ
ଗଲେ।
46
ଯୋଷଫେ
ତିରିଷ
ବର୍ଷ
ବସଯ
ରେ
ମିଶ୍ରୀଯ
ରାଜା
ଫାରୋଙ୍କ
ଛାମୁ
ରେ
ଛିଡ଼ା
ହାଇେଥିଲେ।
ଏହାପରେ
ଯୋଷଫେ
ଫାରୋଙ୍କ
ନିକଟରୁ
ପ୍ରସ୍ଥାନ
କରି
ମିଶର
ଦେଶର
ସର୍ବତ୍ର
ଭ୍ରମଣ
କଲେ।
47
ସହେି
ସୁର୍ଭିକ୍ଷ
ସାଦବର୍ଷ
ମଧ୍ଯ
ପ୍ରଚୁର
ପରିମାଣ
ରେ
ଫସଲ
ଉତ୍ପନ୍ନ
ହେଲା।
48
ଯୋଷଫେ
ସହେି
ସାତ
ବର୍ଷ
ରେ
ମିଶର
ଦେଶ
ରେ
ଉତ୍ପନ୍ନ
ଶସ୍ଯ
ସଂଗ୍ରହ
କରି
ପ୍ରତି
ନଗର
ରେ
ସଂଗ୍ରହ
କଲେ।
ଯେଉଁ
ନଗରର
ଚାରିଆଡ଼େ
ଭୂମିରେ
ଯେତେ
ଶସ୍ଯ
ଉତ୍ପନ୍ନ
ହେଲା,
ତାହା
ସବୁ
ସହେି
ନଗର
ରେ
ସଂଗ୍ରହ
ହେଲା।
49
ଏହି
ପ୍ରକା
ରେ
ଯୋଷଫେ
ସମୁଦ୍ରର
ବାଲିପରି
ଏତେ
ବହୁଳ
ଶସ୍ଯ
ସଂଗ୍ରହ
କଲେ
ଯେ
ତାହା
ଆଉ
ମାପିଲେ
ନାହିଁ।
କାରଣ
ତାହା
ମାପି
ହେଲା
ନାହିଁ।
50
ଯୋଷଫଙ୍କେର
ସ୍ତ୍ରୀ
ଆସନତ୍।
ସେ
ଓନ୍
ନଗର
ନିବାସୀ
ପୋଟୀଫର
ଯାଜକର
ଝିଅ
ଥିଲେ।
ଦୁର୍ଭିକ୍ଷ
ଆସିବାର
ପୂର୍ବରୁ
ଯୋଷଫେ
ଏବଂ
ଆସନତ୍
ଦୁଇଟି
ପୁତ୍ର
ଥିଲେ।
51
ପ୍ରଥମ
ପୁତ୍ରର
ନାମ
ଦେଲେ
ମନଃଶି।
ଯୋଷଫେ
ତାଙ୍କର
ନାମ
ଏହିପରି
ଦେଲେ
କାରଣ
ଯୋଷଫେ
କହିଲେ,
"ପରମେଶ୍ବର
ମାହେର
ସମସ୍ତ
କ୍ଲେଶର
ଓ
ନିଜ
ପିତୃଗୃହର
ବିସ୍ମୃତି
ଜନ୍ମାଇଛନ୍ତି।"
52
ଯୋଷଫେ
ତାଙ୍କର
ଦ୍ବିତୀୟ
ପୁତ୍ରରନାମ
ଦେଲେ
ଇଫ୍ରଯିମ
କାରଣ
ସେ
କହିଲେ,
"
ମାହେର
ଦୁଃଖ
ଭୋଗର
ଦେଶ
ରେ
ପରମେଶ୍ବର
ମାେତେ
ଫଳବାନ
କରି
ଅଛନ୍ତି।"
53
ମିଶର
ରେ
ସାତବର୍ଷ
ସୁର୍ଭିକ୍ଷର
ଶଷେ
ହେଲା।
54
ଏବଂ
ଏହାପରେ
ସାତବର୍ଷର
ଦୁର୍ଭିକ୍ଷ
ଆରମ୍ଭ
ହେଲା।
ଯେଉଁପରି
ଭାବେ
ଯୋଷଫେ
ଆଗରୁ
କହିଥିଲେ।
ଫସଲ
ଉତ୍ପନ୍ନ
ହେଲା
ନାହିଁ।
କୌଣସି
ସ୍ଥାନ
ମିଶର
ରେ
ଅବା
ଅନ୍ୟ
କୌଣସି
ଦେଶ
ରେ।
କିନ୍ତୁ
ମିଶର
ରେ
ଖାଦ୍ୟ
ଥିଲା।
55
ଦୁର୍ଭିକ୍ଷ
ଆରମ୍ଭ
ରେ
ଲୋକମାନେ
ଖାଦ୍ୟ
ପାଇଁ
ଫାରୋଙ୍କୁ
ଭିକ୍ଷା
ମାଗିଲେ।
ଫାରୋ
ଉତ୍ତର
ଦେଲେ,
"
ଯୋଷଫଙ୍କେ
ପାଖକୁ
ୟାଅ
ଆଉ
ଯାହା
ସେ
କରିବାକୁ
କହନ୍ତି
କର।"
56
ସବୁଆଡ଼େ
ଦୁର୍ଭିକ୍ଷ
ପଡ଼ିଥିଲା।
ତେଣୁ
ଯୋଷଫେ
ସବୁ
ସ୍ଥାନ
ରେ
ଗୋଲା
ଫିଟାଇ
ମିସ୍ରୀଯମାନଙ୍କୁ
ଶସ୍ଯ
ବିକିବାକୁ
ଲାଗିଲେ।
ତଥାପି
ମିଶର
ରେ
ଦୁର୍ଭିକ୍ଷ
ପ୍ରବଳ
ହେଲା।
57
ସର୍ବଦେଶୀଯ
ଲୋକମାନେ
ମିଶର
ଦେଶ
ରେ
ଶସ୍ଯ
କିଣିବା
ପାଇଁ
ଯୋଷଫଙ୍କେ
ନିକଟକୁ
ଆସିଲେ।
ଯେ
ହତେୁ
ସବୁ
ଦେଶ
ରେ
ଦୁର୍ଭିକ୍ଷ
ପ୍ରବଳ
ଥିଲା।
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References