ORV
10. ସେଥିରେ ମୁଁ କହିଲି, ପ୍ରଭୋ, ମୁଁ କʼଣ କରିବି? ତେଣୁ ପ୍ରଭୁ ମୋତେ କହିଲେ, ଉଠ, ଦାମାସ୍କସ୍କୁ ଯାଅ, ଆଉ ଯେସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେସବୁ ତୁମ୍ଭକୁ ସେଠାରେ କୁହାଯିବ ।
IRVOR
10. ସେଥିରେ ମୁଁ କହିଲି, ପ୍ରଭୁ ମୁଁ କ'ଣ କରିବି ? ପୁଣି, ପ୍ରଭୁ ମୋତେ କହିଲେ, ଉଠ, ଦମ୍ମେସକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୁପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ ।
KJV
AMP
KJVP
YLT
ASV
WEB
NASB
ESV
RV
RSV
NKJV
MKJV
AKJV
NRSV
NIV
NIRV
NLT
MSG
GNB
NET
ERVEN