ORV
37. ସେମାନେ ପାଉଲଙ୍କୁ ଗଡ଼ ଭିତରକୁ ଘେନିଯିବା ନିମନ୍ତେ ଉଦ୍ୟତ ହେବା ସମୟରେ ସେ ସହସ୍ର-ସେନାପତିଙ୍କି କହିଲେ, ମୁଁ ଆପଣଙ୍କୁ କିଛି କହି ପାରେ କି? ସେଥିରେ ସେ କହିଲେ, ତୁମ୍ଭେ କି ଗ୍ରୀକ୍ ଜାଣ?
IRVOR
37. ସେମାନେ ପାଉଲଙ୍କୁ ଗଡ଼ ଭିତରକୁ ନେଇଯିବା ପାଇଁ ଚେଷ୍ଟା କରିବା ସମୟରେ, ସେ ସହସ୍ର-ସେନାପତିଙ୍କୁ କହିଲେ, ମୁଁ ଆପଣଙ୍କୁ କିଛି କହିପାରେ କି ? ସେଥିରେ ସେ କହିଲେ ତୁମ୍ଭେ କି ଗ୍ରୀକ୍ ଜାଣ ?
KJV
AMP
KJVP
YLT
ASV
WEB
NASB
ESV
RV
RSV
NKJV
MKJV
AKJV
NRSV
NIV
NIRV
NLT
MSG
GNB
NET
ERVEN