ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । ପରମେଶ୍ଵରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ତଳରେ ତାହାଙ୍କର ପ୍ରଶଂସା କର;
2. ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର । ତାହାଙ୍କ ଶ୍ରେଷ୍ଠ ମହତ୍ତ୍ଵାନୁସାରେ ତାହାଙ୍କର ପ୍ରଶଂସା କର ।
3. ତୂରୀ ଧ୍ଵନିରେ ତାହାଙ୍କର ପ୍ରଶଂସା କର; ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର ।
4. ଦାରାବାଦ୍ୟ ଓ ନୃତ୍ୟ ଦ୍ଵାରା ତାହାଙ୍କର ପ୍ରଶଂସା କର । ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର ।
5. ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; ଉଚ୍ଚ କରତାଳ ଧ୍ଵନିରେ ତାହାଙ୍କର ପ୍ରଶଂସା କର;
6. ନିଃଶ୍ଵାସପ୍ରଶ୍ଵାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ । ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ।

Notes

No Verse Added

Total 150 Chapters, Current Chapter 150 of Total Chapters 150
ଗୀତସଂହିତା 150:15
1. ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ପରମେଶ୍ଵରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ତଳରେ ତାହାଙ୍କର ପ୍ରଶଂସା କର;
2. ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର ତାହାଙ୍କ ଶ୍ରେଷ୍ଠ ମହତ୍ତ୍ଵାନୁସାରେ ତାହାଙ୍କର ପ୍ରଶଂସା କର
3. ତୂରୀ ଧ୍ଵନିରେ ତାହାଙ୍କର ପ୍ରଶଂସା କର; ନେବଲ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର
4. ଦାରାବାଦ୍ୟ ନୃତ୍ୟ ଦ୍ଵାରା ତାହାଙ୍କର ପ୍ରଶଂସା କର ତାରଯୁକ୍ତ ଯନ୍ତ୍ର ବଂଶୀରେ ତାହାଙ୍କର ପ୍ରଶଂସା କର
5. ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; ଉଚ୍ଚ କରତାଳ ଧ୍ଵନିରେ ତାହାଙ୍କର ପ୍ରଶଂସା କର;
6. ନିଃଶ୍ଵାସପ୍ରଶ୍ଵାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର
Total 150 Chapters, Current Chapter 150 of Total Chapters 150
×

Alert

×

oriya Letters Keypad References