ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । ପରମେଶ୍ଵରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ତଳରେ ତାହାଙ୍କର ପ୍ରଶଂସା କର;
2. ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର । ତାହାଙ୍କ ଶ୍ରେଷ୍ଠ ମହତ୍ତ୍ଵାନୁସାରେ ତାହାଙ୍କର ପ୍ରଶଂସା କର ।
3. ତୂରୀ ଧ୍ଵନିରେ ତାହାଙ୍କର ପ୍ରଶଂସା କର; ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର ।
4. ଦାରାବାଦ୍ୟ ଓ ନୃତ୍ୟ ଦ୍ଵାରା ତାହାଙ୍କର ପ୍ରଶଂସା କର । ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର ।
5. ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; ଉଚ୍ଚ କରତାଳ ଧ୍ଵନିରେ ତାହାଙ୍କର ପ୍ରଶଂସା କର;
6. ନିଃଶ୍ଵାସପ୍ରଶ୍ଵାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ । ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ।

Notes

No Verse Added

Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 150 / 150
ଗୀତସଂହିତା 150
1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । ପରମେଶ୍ଵରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର; ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ତଳରେ ତାହାଙ୍କର ପ୍ରଶଂସା କର; 2 ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର । ତାହାଙ୍କ ଶ୍ରେଷ୍ଠ ମହତ୍ତ୍ଵାନୁସାରେ ତାହାଙ୍କର ପ୍ରଶଂସା କର । 3 ତୂରୀ ଧ୍ଵନିରେ ତାହାଙ୍କର ପ୍ରଶଂସା କର; ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର । 4 ଦାରାବାଦ୍ୟ ଓ ନୃତ୍ୟ ଦ୍ଵାରା ତାହାଙ୍କର ପ୍ରଶଂସା କର । ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର । 5 ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର; ଉଚ୍ଚ କରତାଳ ଧ୍ଵନିରେ ତାହାଙ୍କର ପ୍ରଶଂସା କର; 6 ନିଃଶ୍ଵାସପ୍ରଶ୍ଵାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ । ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ।
Total 150 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 150 / 150
Common Bible Languages
West Indian Languages
×

Alert

×

oriya Letters Keypad References