ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. ହେ ପରମେଶ୍ୱର, ମୋହର ବିଚାର କର [QBR] ଓ ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର [QBR] ଗୁହାରି ନିଷ୍ପତ୍ତି କର; [QBR] ପ୍ରବଞ୍ଚକ ଓ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର [QBR] କର। [QBR]
2. କାରଣ ତୁମ୍ଭେ ହିଁ ମୋହର ବଳଦାତା ପରମେଶ୍ୱର [QBR] ଅଟ; [QBR] ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ? ମୁଁ କାହିଁକି [QBR] ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି ? [QBR]
3. ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା [QBR] ମୋହର ପଥଦର୍ଶକ ହେଉ; [QBR] ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ [QBR] ମୋତେ ପ୍ରବେଶ କରାଉ। [QBR]
4. ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର [QBR] ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; [QBR] ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ [QBR] ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି। [QBR]
5. ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ [QBR] ହେଉଅଛ ? [QBR] ଓ ତୁମ୍ଭେ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛ ? [QBR] ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର [QBR] ତାହାଙ୍କର ପ୍ରଶଂସା କରିବି, [QBR] ସେ ମୋ’ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର [QBR] ଅଟନ୍ତି। [PE]

Notes

No Verse Added

Total 150 Chapters, Current Chapter 43 of Total Chapters 150
ଗୀତସଂହିତା 43:79
1. ହେ ପରମେଶ୍ୱର, ମୋହର ବିଚାର କର
ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର
ଗୁହାରି ନିଷ୍ପତ୍ତି କର;
ପ୍ରବଞ୍ଚକ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର
କର।
2. କାରଣ ତୁମ୍ଭେ ହିଁ ମୋହର ବଳଦାତା ପରମେଶ୍ୱର
ଅଟ;
ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ? ମୁଁ କାହିଁକି
ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି ?
3. ତୁମ୍ଭର ଦୀପ୍ତି ତୁମ୍ଭର ସତ୍ୟତା ପଠାଅ; ତାହା
ମୋହର ପଥଦର୍ଶକ ହେଉ;
ତାହା ତୁମ୍ଭ ପବିତ୍ର ପର୍ବତରେ ତୁମ୍ଭ ଆବାସରେ
ମୋତେ ପ୍ରବେଶ କରାଉ।
4. ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ମୋହର
ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି;
ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ
ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି।
5. ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ
ହେଉଅଛ ?
ତୁମ୍ଭେ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛ ?
ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର
ତାହାଙ୍କର ପ୍ରଶଂସା କରିବି,
ସେ ମୋ’ ମୁଖର ପ୍ରସନ୍ନତା ମୋହର ପରମେଶ୍ୱର
ଅଟନ୍ତି। PE
Total 150 Chapters, Current Chapter 43 of Total Chapters 150
×

Alert

×

oriya Letters Keypad References