ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. {ସାହାଯ୍ୟ ପ୍ରାର୍ଥନା} [PS] ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, [QBR] ତହିଁରେ ସେ ମୋତେ ଉତ୍ତର ଦେଲେ। [QBR]
2. ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ [QBR] ପ୍ରବଞ୍ଚକ ଜିହ୍ୱାରୁ ମୋ’ ପ୍ରାଣକୁ ଉଦ୍ଧାର କର। [QBR]
3. ହେ ପ୍ରବଞ୍ଚକ ଜିହ୍ୱେ, [QBR] ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ ? [QBR]
4. ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ। [QBR]
5. ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ। [QBR] ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ। [QBR]
6. ଶାନ୍ତି ଘୃଣାକାରୀ ଲୋକ ସହିତ [QBR] ମୋ’ ପ୍ରାଣ ଦୀର୍ଘ କାଳ ବାସ କରିଅଛି। [QBR]
7. ମୁଁ ଶାନ୍ତି ଚାହେଁ; [QBR] ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି। [PE]

Notes

No Verse Added

Total 150 Chapters, Current Chapter 120 of Total Chapters 150
ଗୀତସଂହିତା 120:121
1. {ସାହାଯ୍ୟ ପ୍ରାର୍ଥନା} PS ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି,
ତହିଁରେ ସେ ମୋତେ ଉତ୍ତର ଦେଲେ।
2. ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଧରରୁ
ପ୍ରବଞ୍ଚକ ଜିହ୍ୱାରୁ ମୋ’ ପ୍ରାଣକୁ ଉଦ୍ଧାର କର।
3. ହେ ପ୍ରବଞ୍ଚକ ଜିହ୍ୱେ,
ତୁମ୍ଭକୁ କଅଣ ଦିଆଯିବ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ ?
4. ବୀରର ତୀକ୍ଷ୍ଣ ତୀର ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ।
5. ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ।
ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ।
6. ଶାନ୍ତି ଘୃଣାକାରୀ ଲୋକ ସହିତ
ମୋ’ ପ୍ରାଣ ଦୀର୍ଘ କାଳ ବାସ କରିଅଛି।
7. ମୁଁ ଶାନ୍ତି ଚାହେଁ;
ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି। PE
Total 150 Chapters, Current Chapter 120 of Total Chapters 150
×

Alert

×

oriya Letters Keypad References