ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା
1. {ନିସ୍ତାର ପର୍ବ ସଙ୍ଗୀତ} [PS] ଯେତେବେଳେ ଇସ୍ରାଏଲ ମିସରରୁ [QBR] ଓ ଯାକୁବ-ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ; [QBR]
2. ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ [QBR] ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା, [QBR]
3. ସମୁଦ୍ର ତାହା ଦେଖି ପଳାଇଲା; [QBR] ଯର୍ଦ୍ଦନ ଉଜାଣି ବହିଲା। [QBR]
4. ପର୍ବତଗଣ ମେଷ ପରି ଓ [QBR] ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ। [QBR]
5. ତୁମ୍ଭର କ’ଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ ? [QBR] ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ ? [QBR]
6. ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, [QBR] ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ ? [QBR]
7. ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ, [QBR] ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ; [QBR]
8. ସେ ଶୈଳକୁ ଜଳାଶୟ, [QBR] ଚକ୍‍ମକି ପ୍ରସ୍ତରକୁ ନିର୍ଝର କଲେ। [PE]

Notes

No Verse Added

Total 150 Chapters, Current Chapter 114 of Total Chapters 150
ଗୀତସଂହିତା 114:22
1. {ନିସ୍ତାର ପର୍ବ ସଙ୍ଗୀତ} PS ଯେତେବେଳେ ଇସ୍ରାଏଲ ମିସରରୁ
ଯାକୁବ-ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ;
2. ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ
ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା,
3. ସମୁଦ୍ର ତାହା ଦେଖି ପଳାଇଲା;
ଯର୍ଦ୍ଦନ ଉଜାଣି ବହିଲା।
4. ପର୍ବତଗଣ ମେଷ ପରି
ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ।
5. ତୁମ୍ଭର କ’ଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ ?
ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ ?
6. ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି,
ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ ?
7. ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ,
ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ;
8. ସେ ଶୈଳକୁ ଜଳାଶୟ,
ଚକ୍‍ମକି ପ୍ରସ୍ତରକୁ ନିର୍ଝର କଲେ। PE
Total 150 Chapters, Current Chapter 114 of Total Chapters 150
×

Alert

×

oriya Letters Keypad References