ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ବଂଶାବଳୀ
1. ଆଦମ, ଶେଥ, ଈନୋଶ;
2. କୟିନାନ, ମହଲଲେଲ, ଯେରଦ;
3. ହନୋକ, ମଥୁଶେଲହ, ଲେମକ;
4. ନୋହ, ଶେମ, ହାମ ଓ ଯେଫତ୍ ।
5. ଯେଫତ୍ର ସନ୍ତାନ ଗୋମର ଓ ମାଗୋଗ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍ ଓ ତୀରସ୍,
6. ପୁଣି, ଗୋମରର ସନ୍ତାନ ଅସ୍କିନସ୍ ଓ ଦୀଫତ୍ ଓ ତୋଗର୍ମ ।
7. ଆଉ, ଯବନର ସନ୍ତାନ ଇଲୀଶା ଓ ତର୍ଶୀଶ୍ ଓ କିତ୍ତୀମ୍ ଓ ରୋଦାନିମ୍।
8. ହାମର ସନ୍ତାନ କୂଶ୍ ଓ ମିସର, ପୂଟ୍ ଓ କିଣାନ ।
9. ପୁଣି, କୂଶ୍ର ସନ୍ତାନ ସବା ଓ ହବୀଲା ଓ ସପ୍ତା ଓ ରୟମା ଓ ସପ୍ତକା । ରୟମାର ସନ୍ତାନ ଶିବା ଓ ଦଦାନ୍ ।
10. ଆଉ, କୂଶ୍ ନିମ୍ରୋଦକୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା ।
11. ମିସର ଲୂଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ
12. ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା ।
13. ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ତହୁଁ ହେତକୁ ଜାତ କଲା;
14. ପୁଣି, ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ
15. ଓ ହିବ୍ବୀୟ ଓ ଅର୍କୀୟ ଓ ସୀନୀୟ
16. ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା ।
17. ଶେମର ସନ୍ତାନଗଣ; ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍ ଓ ଅରାମ ଓ ଊସ୍ ଓ ହୂଲ ଓ ଗେଥର ଓ ମେଶକ୍ ।
18. ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା ।
19. ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍ ।
20. ପୁଣି, ଯକ୍ତନ୍ ଅଲ୍ମୋଦଦ ଓ ଶେଲଫ୍ ଓ ହତ୍ସର୍ମାବତ୍ ଓ ଯେରହ
21. ଓ ହଦୋରାମ ଓ ଉସଲ ଓ ଦିକ୍ଲା
22. ଓ ଓବଲ ଓ ଅବୀମାୟେଲ ଓ ଶିବା
23. ଓ ଓଫୀର ଓ ହବୀଲା ଓ ଯୋବବକୁ ଜାତ କଲା । ଏମାନେ ଯକ୍ତନର ସନ୍ତାନ ।
24. ଶେମ, ଅର୍ଫକ୍ଷଦ, ଶେଲହ;
25. ଏବର, ପେଲଗ୍, ରୀୟ;
26. ସରୁଗ୍, ନାହୋର, ତେରହ
27. ଅବ୍ରାମ୍, ଅର୍ଥାତ୍ ଅବ୍ରହାମ ।
28. ଅବ୍ରହାମଙ୍କର ପୁତ୍ର ଇସ୍‍ହାକ ଓ ଇଶ୍ମାଏଲ ।
29. ଏମାନଙ୍କର ବଂଶାବଳୀ ଏହି; ଇଶ୍ମାଏଲର ପ୍ରଥମଜାତ ନବାୟୋତ୍; ତହିଁ ଉତ୍ତାରେ କେଦାର ଓ ଅଦ୍ବେଲ୍ ଓ ମିବ୍ସମ୍, ମିଶ୍ମ ଓ ଦୁମା, ମସା;
30. ହଦଦ୍ ଓ ତେମା, ଯିଟୂର, ନାଫୀଶ୍ ଓ କେଦମା;
31. ଏମାନେ ଇଶ୍ମାଏଲର ସନ୍ତାନ ।
32. ଅବ୍ରହାମଙ୍କର ଉପପନିୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍ ଓ ଯକ୍ଷନ୍ ଓ ମଦାନ୍ ଓ ମିଦୀୟନ୍ ଓ ଯିଶ୍ବକ୍ ଓ ଶୂହକୁ ଜାତ କଲା । ଆଉ ଯକ୍ଷନ୍ର ସନ୍ତାନ ଶିବା ଓ ଦଦାନ୍ ।
33. ଆଉ ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ ।
34. ପୁଣି ଅବ୍ରହାମ ଇସ୍‍ହାକକୁ ଜାତ କଲେ । ସେହି ଇସ୍‍ହାକର ପୁତ୍ର ଏଷୌ ଓ ଇସ୍ରାଏଲ ।
35. ଏଷୌର ସନ୍ତାନ ଇଲୀଫସ୍, ରୁୟେଲ ଓ ଯୀୟସ୍ ଓ ଯାଲମ୍ ଓ କୋରହ ।
36. ଇଲୀଫସ୍ର ପୁତ୍ର ତୈମନ ଓ ଓମାର, ସଫୀ ଓ ଗୟିତମ୍, କନସ୍ ଓ ତିମ୍ନ ଓ ଅମାଲେକ ।
37. ରୁୟେଲର ସନ୍ତାନ ନହତ୍, ସେରହ, ଶମ୍ମ ଓ ମିସା ।
38. ଆଉ ସେୟିରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍ ।
39. ଲୋଟନ୍ର ସନ୍ତାନ ହୋରି ଓ ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା ।
40. ଶୋବଲର ସନ୍ତାନ ଅଲୀୟନ୍ ଓ ମାନହତ୍ ଓ ଏବଲ, ଶଫୀ ଓ ଓନମ୍ । ଆଉ ସିବୀୟୋନର ପୁତ୍ର ଅୟା ଓ ଅନା ।
41. ଅନାର ପୁତ୍ର ଦିଶୋନ୍ । ଆଉ ଦିଶୋନ୍ର ପୁତ୍ର ହମ୍ରଣ ଓ ଇଶ୍ବନ୍ ଓ ଯିତ୍ରନ୍ ଓ କରାଣ ।
42. ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍, ଯାକନ୍ । ଦୀଶନର ପୁତ୍ର ଊସ୍ ଓ ଅରାଣ ।
43. ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ଵ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ଵ କରିଥିଲେ; ବୀୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍ହାବା ।
44. ଆଉ ବେଲା ମଲେ, ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ତାଙ୍କର ପଦରେ ରାଜ୍ୟ କଲେ ।
45. ଆଉ ଯୋବବ୍ ମରନ୍ତେ, ତୈମନ୍ ଦେଶୀୟ ହୂଶମ୍ ତାଙ୍କର ପଦରେ ରାଜ୍ୟ କଲେ ।
46. ପୁଣି ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା ।
47. ଆଉ ହଦଦ୍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ ।
48. ପୁଣି ସମ୍ଳ ମରନ୍ତେ, (ଫରାତ୍) ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ୍ ତାଙ୍କର ପଦରେ ରାଜ୍ୟ କଲେ ।
49. ପୁଣି ଶୌଲ୍ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ ।
50. ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାୟୀ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ୍, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ ।
51. ଅନନ୍ତର ହଦଦ୍ ମଲେ । ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନ, ରାଜା ଅଲୀୟା, ରାଜା ଯିଥେତ୍,
52. ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍;
53. ରାଜା କନସ୍, ରାଜା ତୈମନ୍, ରାଜା ମିବ୍ସର୍;
54. ରାଜା ମଗ୍ଦୀୟେଲ, ରାଜା ଈରମ୍ । ଏମାନେ ଇଦୋମର ରାଜା ଥିଲେ ।

Notes

No Verse Added

Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 1 / 29
ପ୍ରଥମ ବଂଶାବଳୀ 1:32
1 ଆଦମ, ଶେଥ, ଈନୋଶ; 2 କୟିନାନ, ମହଲଲେଲ, ଯେରଦ; 3 ହନୋକ, ମଥୁଶେଲହ, ଲେମକ; 4 ନୋହ, ଶେମ, ହାମ ଓ ଯେଫତ୍ । 5 ଯେଫତ୍ର ସନ୍ତାନ ଗୋମର ଓ ମାଗୋଗ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍ ଓ ତୀରସ୍, 6 ପୁଣି, ଗୋମରର ସନ୍ତାନ ଅସ୍କିନସ୍ ଓ ଦୀଫତ୍ ଓ ତୋଗର୍ମ । 7 ଆଉ, ଯବନର ସନ୍ତାନ ଇଲୀଶା ଓ ତର୍ଶୀଶ୍ ଓ କିତ୍ତୀମ୍ ଓ ରୋଦାନିମ୍। 8 ହାମର ସନ୍ତାନ କୂଶ୍ ଓ ମିସର, ପୂଟ୍ ଓ କିଣାନ । 9 ପୁଣି, କୂଶ୍ର ସନ୍ତାନ ସବା ଓ ହବୀଲା ଓ ସପ୍ତା ଓ ରୟମା ଓ ସପ୍ତକା । ରୟମାର ସନ୍ତାନ ଶିବା ଓ ଦଦାନ୍ । 10 ଆଉ, କୂଶ୍ ନିମ୍ରୋଦକୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା । 11 ମିସର ଲୂଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ 12 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା । 13 ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ତହୁଁ ହେତକୁ ଜାତ କଲା; 14 ପୁଣି, ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ 15 ଓ ହିବ୍ବୀୟ ଓ ଅର୍କୀୟ ଓ ସୀନୀୟ 16 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା । 17 ଶେମର ସନ୍ତାନଗଣ; ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍ ଓ ଅରାମ ଓ ଊସ୍ ଓ ହୂଲ ଓ ଗେଥର ଓ ମେଶକ୍ । 18 ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା । 19 ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍ । 20 ପୁଣି, ଯକ୍ତନ୍ ଅଲ୍ମୋଦଦ ଓ ଶେଲଫ୍ ଓ ହତ୍ସର୍ମାବତ୍ ଓ ଯେରହ 21 ଓ ହଦୋରାମ ଓ ଉସଲ ଓ ଦିକ୍ଲା 22 ଓ ଓବଲ ଓ ଅବୀମାୟେଲ ଓ ଶିବା 23 ଓ ଓଫୀର ଓ ହବୀଲା ଓ ଯୋବବକୁ ଜାତ କଲା । ଏମାନେ ଯକ୍ତନର ସନ୍ତାନ । 24 ଶେମ, ଅର୍ଫକ୍ଷଦ, ଶେଲହ; 25 ଏବର, ପେଲଗ୍, ରୀୟ; 26 ସରୁଗ୍, ନାହୋର, ତେରହ 27 ଅବ୍ରାମ୍, ଅର୍ଥାତ୍ ଅବ୍ରହାମ । 28 ଅବ୍ରହାମଙ୍କର ପୁତ୍ର ଇସ୍‍ହାକ ଓ ଇଶ୍ମାଏଲ । 29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାଏଲର ପ୍ରଥମଜାତ ନବାୟୋତ୍; ତହିଁ ଉତ୍ତାରେ କେଦାର ଓ ଅଦ୍ବେଲ୍ ଓ ମିବ୍ସମ୍, ମିଶ୍ମ ଓ ଦୁମା, ମସା; 30 ହଦଦ୍ ଓ ତେମା, ଯିଟୂର, ନାଫୀଶ୍ ଓ କେଦମା; 31 ଏମାନେ ଇଶ୍ମାଏଲର ସନ୍ତାନ । 32 ଅବ୍ରହାମଙ୍କର ଉପପନିୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍ ଓ ଯକ୍ଷନ୍ ଓ ମଦାନ୍ ଓ ମିଦୀୟନ୍ ଓ ଯିଶ୍ବକ୍ ଓ ଶୂହକୁ ଜାତ କଲା । ଆଉ ଯକ୍ଷନ୍ର ସନ୍ତାନ ଶିବା ଓ ଦଦାନ୍ । 33 ଆଉ ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ । 34 ପୁଣି ଅବ୍ରହାମ ଇସ୍‍ହାକକୁ ଜାତ କଲେ । ସେହି ଇସ୍‍ହାକର ପୁତ୍ର ଏଷୌ ଓ ଇସ୍ରାଏଲ । 35 ଏଷୌର ସନ୍ତାନ ଇଲୀଫସ୍, ରୁୟେଲ ଓ ଯୀୟସ୍ ଓ ଯାଲମ୍ ଓ କୋରହ । 36 ଇଲୀଫସ୍ର ପୁତ୍ର ତୈମନ ଓ ଓମାର, ସଫୀ ଓ ଗୟିତମ୍, କନସ୍ ଓ ତିମ୍ନ ଓ ଅମାଲେକ । 37 ରୁୟେଲର ସନ୍ତାନ ନହତ୍, ସେରହ, ଶମ୍ମ ଓ ମିସା । 38 ଆଉ ସେୟିରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍ । 39 ଲୋଟନ୍ର ସନ୍ତାନ ହୋରି ଓ ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା । 40 ଶୋବଲର ସନ୍ତାନ ଅଲୀୟନ୍ ଓ ମାନହତ୍ ଓ ଏବଲ, ଶଫୀ ଓ ଓନମ୍ । ଆଉ ସିବୀୟୋନର ପୁତ୍ର ଅୟା ଓ ଅନା । 41 ଅନାର ପୁତ୍ର ଦିଶୋନ୍ । ଆଉ ଦିଶୋନ୍ର ପୁତ୍ର ହମ୍ରଣ ଓ ଇଶ୍ବନ୍ ଓ ଯିତ୍ରନ୍ ଓ କରାଣ । 42 ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍, ଯାକନ୍ । ଦୀଶନର ପୁତ୍ର ଊସ୍ ଓ ଅରାଣ । 43 ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ଵ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ଵ କରିଥିଲେ; ବୀୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍ହାବା । 44 ଆଉ ବେଲା ମଲେ, ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ତାଙ୍କର ପଦରେ ରାଜ୍ୟ କଲେ । 45 ଆଉ ଯୋବବ୍ ମରନ୍ତେ, ତୈମନ୍ ଦେଶୀୟ ହୂଶମ୍ ତାଙ୍କର ପଦରେ ରାଜ୍ୟ କଲେ । 46 ପୁଣି ହୂଶମ୍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍ ଥିଲା । 47 ଆଉ ହଦଦ୍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ । 48 ପୁଣି ସମ୍ଳ ମରନ୍ତେ, (ଫରାତ୍) ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ୍ ତାଙ୍କର ପଦରେ ରାଜ୍ୟ କଲେ । 49 ପୁଣି ଶୌଲ୍ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାଙ୍କର ପଦରେ ରାଜ୍ୟ କଲେ । 50 ଆଉ ବାଲ୍ହାନନ୍ ମରନ୍ତେ, ହଦଦ୍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାୟୀ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ୍, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ । 51 ଅନନ୍ତର ହଦଦ୍ ମଲେ । ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନ, ରାଜା ଅଲୀୟା, ରାଜା ଯିଥେତ୍, 52 ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍; 53 ରାଜା କନସ୍, ରାଜା ତୈମନ୍, ରାଜା ମିବ୍ସର୍; 54 ରାଜା ମଗ୍ଦୀୟେଲ, ରାଜା ଈରମ୍ । ଏମାନେ ଇଦୋମର ରାଜା ଥିଲେ ।
Total 29 ଅଧ୍ୟାୟଗୁଡ଼ିକ, Selected ଅଧ୍ୟାୟ 1 / 29
Common Bible Languages
West Indian Languages
×

Alert

×

oriya Letters Keypad References