ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଏଷ୍ଟର ବିବରଣ

ଏଷ୍ଟର ବିବରଣ ଅଧ୍ୟାୟ 10

1 ସେହି ଅକ୍ଷଶ୍ଵେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ଵୀପସମୂହରେ କର ବସାଇଲା । 2 ପୁଣି, ତାହାର ପରାକ୍ରମ ଓ ପ୍ରଭାବର ସବୁ କଥା, ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ଵ ଦେଇ ଉଚ୍ଚପଦରେ ନିଯୁକ୍ତ କଲା, ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦୀୟା ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ-ପୁସ୍ତକରେ ଲିଖିତ ନାହିଁ? 3 କାରଣ ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ଵେରଶ ରାଜାର ପ୍ରଧାନମନ୍ତ୍ରୀ ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭାତ୍ରୁସମୂହ ମଧ୍ୟରେ ପ୍ରିୟପାତ୍ର ଓ ଆପଣା ଲୋକଙ୍କର ମଙ୍ଗଳାନ୍ଵେଷୀ, ପୁଣି ଆପଣା ସମସ୍ତ ବଂଶ ପ୍ରତି ଶାନ୍ତିବାଦୀ ଥିଲା ।
1 ସେହି ଅକ୍ଷଶ୍ଵେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ଵୀପସମୂହରେ କର ବସାଇଲା । .::. 2 ପୁଣି, ତାହାର ପରାକ୍ରମ ଓ ପ୍ରଭାବର ସବୁ କଥା, ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ଵ ଦେଇ ଉଚ୍ଚପଦରେ ନିଯୁକ୍ତ କଲା, ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦୀୟା ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ-ପୁସ୍ତକରେ ଲିଖିତ ନାହିଁ? .::. 3 କାରଣ ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ଵେରଶ ରାଜାର ପ୍ରଧାନମନ୍ତ୍ରୀ ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭାତ୍ରୁସମୂହ ମଧ୍ୟରେ ପ୍ରିୟପାତ୍ର ଓ ଆପଣା ଲୋକଙ୍କର ମଙ୍ଗଳାନ୍ଵେଷୀ, ପୁଣି ଆପଣା ସମସ୍ତ ବଂଶ ପ୍ରତି ଶାନ୍ତିବାଦୀ ଥିଲା । .::.
  • ଏଷ୍ଟର ବିବରଣ ଅଧ୍ୟାୟ 1  
  • ଏଷ୍ଟର ବିବରଣ ଅଧ୍ୟାୟ 2  
  • ଏଷ୍ଟର ବିବରଣ ଅଧ୍ୟାୟ 3  
  • ଏଷ୍ଟର ବିବରଣ ଅଧ୍ୟାୟ 4  
  • ଏଷ୍ଟର ବିବରଣ ଅଧ୍ୟାୟ 5  
  • ଏଷ୍ଟର ବିବରଣ ଅଧ୍ୟାୟ 6  
  • ଏଷ୍ଟର ବିବରଣ ଅଧ୍ୟାୟ 7  
  • ଏଷ୍ଟର ବିବରଣ ଅଧ୍ୟାୟ 8  
  • ଏଷ୍ଟର ବିବରଣ ଅଧ୍ୟାୟ 9  
  • ଏଷ୍ଟର ବିବରଣ ଅଧ୍ୟାୟ 10  
×

Alert

×

Oriya Letters Keypad References