7 |
ଇଶ୍ରାୟେଲୀୟମାନେ ଯେଉଁମାନେ ୟିଷ୍ରୀଯଲେ ଉପତ୍ୟକାର ଅପରପାଶର୍ବ ରେ ଓ ୟର୍ଦ୍ଦନ ନଦୀର ଅପରପାଶର୍ବ ରେ ବାସ କରୁଥିଲେ। ସମାନେେ ଦେଖିଲେ, ଇଶ୍ରାୟେଲୀୟ ସୈନ୍ଯମାନେ ଦୌଡି ପଳାଉଛନ୍ତି। ଏବଂ ସମାନେେ ଦେଖିଲେ, ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନେ ମରିଛନ୍ତି। ତେଣୁ ସମାନେେ ସମସ୍ତେ ସେ ସହର ପରିତ୍ଯାଗ କରି ଦୌଡି ପଳାଇଲେ। ତା'ପରେ ପଲେଷ୍ଟୀୟମାନେ ସହେି ସହରକକ୍ସ୍ଟ ଆସିଲେ, ଓ ସଠାେରେ ବାସ କଲେ।
|
12 |
ତେଣୁ ୟବଯଷର ସୈନ୍ଯମାନେ ବୈଥ୍ଶାନକକ୍ସ୍ଟ ଗଲେ, ସମାନେେ ରାତ୍ରି ତମାମ ୟାତ୍ରା କଲେ, ତା'ପରେ ସମାନେେ ସଠାେରେ ପହଁଞ୍ଚି ଶାଉଲଙ୍କର ଶରୀରକକ୍ସ୍ଟ ବୈଥଶାନ କାନ୍ଥରକ୍ସ୍ଟ ତଳକକ୍ସ୍ଟ କାଢିଲେ, ସମାନେେ ମଧ୍ଯ ଶାଉଲର ପକ୍ସ୍ଟତ୍ରମାନଙ୍କର ଶରୀରକକ୍ସ୍ଟ ୟାବେଶକକ୍ସ୍ଟ ଆଣିଲେ। ୟାବେଶର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନଙ୍କର ଶରୀରକକ୍ସ୍ଟ ସହେିଠା ରେ ପୋଡି଼ ଦେଲେ।
|