13 |
ଏଥି ରେ ଯୋନାଥନ ନିଜର ହାତ ଓ ଗୋଡ ଦଇେ ଉପରକକ୍ସ୍ଟ ଉଠିଗଲା ଓ ତାହାର ସାହାୟ୍ଯକାରୀ ତାଙ୍କ ପେଛ ପେଛ ଗଲା। ସମାନେେ ସହେି ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ, ଯୋନାଥନ ଆକ୍ରମଣ କଲା ଓ ଯେଉଁମାନେ ଆଗ ରେ ଥିଲେ ସମାନଙ୍କେୁ ହତ୍ଯା କଲା ଏବଂ ତାଙ୍କର ସାହାୟ୍ଯକାରୀ ପଛ ରେ ଯୋନାଥନଙ୍କ ଦ୍ବାରା ଆହତ ହାଇେଥିବା ଲୋକମାନଙ୍କୁ ହତ୍ଯା କଲା। ଅଧା ଏକର ଜମି ରେ ଯୋନାଥନ ଏବଂ ତାଙ୍କର ସାହାୟ୍ଯକାରୀ ପ୍ରଥମେ ଆକ୍ରମଣ ସମୟରେ କୋଡିଏ ଜଣଙ୍କକ୍ସ୍ଟ ହତ୍ଯା କଲେ।
|
24 |
କିନ୍ତୁ ଶାଉଲ ସଦେିନ ପକ୍ସ୍ଟଣି ଏକ ଭୂଲ୍ କଲେ। ଯେତବେେଳେ ସୈନ୍ଯମାନେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ହେଲେ, ଶାଉଲ ସମାନଙ୍କେୁ, "ଯଦି କୌଣସି ଲୋକ ସଂନ୍ଧ୍ଯା ପୂର୍ବରକ୍ସ୍ଟ କିମ୍ବା ଶତୃ ବିନାଶ କରିବା ପୂର୍ବରକ୍ସ୍ଟ ଖାଦ୍ୟ ଗ୍ରହଣ କରେ, ତବେେ ସେ ଦଣ୍ତିତ ହବେ।" ସେ ସମାନଙ୍କେୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ଯ କଲେ। ତେଣୁ ଇଶ୍ରାୟେଲୀୟ ସୈନ୍ଯଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।
|
45 |
ଏଥର ସୈନ୍ଯମାନେ ଶାଉଲଙ୍କକ୍ସ୍ଟ କହିଲେ,"ଯୋନାଥନ ଆଜି ଇଶ୍ରାୟେଲକକ୍ସ୍ଟ ମହାଉଦ୍ଧାର କରିଛନ୍ତି। ଯୋନାଥନ ମରିବ, ଏହା କବେେ ହାଇେ ନ ପା ରେ। ଆମ୍ଭେ ଜୀବିତ ପରମେଶ୍ବରଙ୍କ ପାଖ ରେ ପ୍ରାର୍ଥନା କରୁଛକ୍ସ୍ଟ, କହେି ଯୋନାଥନଙ୍କକ୍ସ୍ଟ ହତ୍ଯା ତ ଦୂରର କଥା ମକ୍ସ୍ଟଣ୍ତରକ୍ସ୍ଟ ଗୋଟିଏ କେଶ ମଧ୍ଯ ତଳେ ପଡିବାକକ୍ସ୍ଟ ଦବେକ୍ସ୍ଟ ନାହିଁ। ପରମେଶ୍ବର ପଲେଷ୍ଟୀୟ କବଳରକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ଉଦ୍ଧାର ପାଇଁ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିଛନ୍ତି।" ତେଣୁ ଲୋକମାନ ଯୋନାଥନଙ୍କକ୍ସ୍ଟ ସାହାୟ୍ଯ କରିବେ, ତାଙ୍କୁ କବେେ ବି ହତ୍ଯା କରିବା ପାଇଁ ଦିଆୟିବ ନାହିଁ।
|