3 |
ତା'ପରେ ଇଶ୍ରାୟେଲୀୟ ସୈନ୍ଯଗଣ ଛାଉଣୀ ନିକଟକକ୍ସ୍ଟ ଫରେି ଆସିଲେ। ତା'ପରେ ପ୍ରାଚୀନଗଣ ପଚାରିଲେ, "ସଦାପ୍ରଭୁ କାହିଁକି ଇଶ୍ରାୟେଲୀମାନଙ୍କୁ ପଲେଷ୍ଟୀୟମାନଙ୍କ ଦ୍ବାରା ପରାସ୍ତ କଲେ? ଆସ, ଆମ୍ଭମାନେେ ଶିଲୋଠାରକ୍ସ୍ଟ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକକକ୍ସ୍ଟ ଆଣିବା। ଏହିପରି ଭାବରେ, ସେ ଆମ୍ଭମାନଙ୍କ ସହିତ ଆସିବେ ଓ ଆମ୍ଭମାନଙ୍କୁ ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବେ।"
|