12 |
ତେଣୁ ଦାଉଦ ଶାଉଲଙ୍କ ପାଖ ରେ ଥିବା ପାଣିପାତ୍ର ବର୍ଚ୍ଛାକକ୍ସ୍ଟ ସାଙ୍ଗ ରେ ଆଣିଲେ ଓ ତା'ପରେ ଦାଉଦ ଓ ଅବୀଶଯ ସେ ସ୍ଥାନ ପରିତ୍ଯାଗ କରି ଆସିଲେ। କୌଣସି ଲୋକ ଜାଣିପାରିଲେ ନାହିଁ କ'ଣ ସବୁ ଘଟିଗଲା। କୌଣସି ଲୋକ ଏହାକକ୍ସ୍ଟ ଦେଖି ନଥିଲେ। କୌଣସି ଲୋକ ମଧ୍ଯ ନିଦରକ୍ସ୍ଟ ଉଠି ନ ଥିଲେ। ଶାଉଲ ଏବଂ ତାଙ୍କର ସମସ୍ତ ସୈନ୍ଯ ଶାଇେ ପଡିଥିଲେ। କାରଣ ସଦାପ୍ରଭୁ ତାଙ୍କୁ ଗଭୀର ନିଦ୍ରା ଦଇେଥିଲେ।
|
19 |
ମାରେ ପ୍ରଭକ୍ସ୍ଟ, ମହାରାଜ, ମୁ ତୁମ୍ଭର ସବେକ ମାେ କଥା ଶକ୍ସ୍ଟଣ, ଯଦି ସଦାପ୍ରଭୁ ମାେ ଉପରେ କୋରଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତା ହେଲ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନକ୍ସ୍ଟଷ୍ଯ ସନ୍ତାନମାନେ ତାହା କରିଥାନ୍ତି, ତବେେ ସମାନେେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତକ୍ସ୍ଟ। କାରଣ ସମାନେେ ମାେତେ ସହେି ଦେଶରକ୍ସ୍ଟ ବାହାର କରି ଦଇେଛନ୍ତି। ଯେଉଁଟାକି ମାେତେ ଦେଲେ ଏବଂ କହିଲେ, 'ୟାଅ ଅନ୍ୟ ଦବଗେଣଙ୍କର ପୂଜା କର।'
|