4 |
ଦାଉଦର ଲୋକମାନେ କହିଲେ, "ସଦାପ୍ରଭୁ ଯେଉଁଦିନ ବିଷଯ ରେ କହିଥିଲେ, ଆଜି ହେଉଛି ସହେି ବିଶଷେ ଦିନ। ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ କହିଥିଲେ, ମୁ ତୁମ୍ଭର ଶତୃକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା'ର ପ୍ରତି କର।" ତା'ପରେ ଦାଉଦ ଗକ୍ସ୍ଟରକ୍ସ୍ଟଣ୍ତି ଗକ୍ସ୍ଟରକ୍ସ୍ଟଣ୍ତି ଶାଉଲଙ୍କ ପାଖକକ୍ସ୍ଟ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକକ୍ସ୍ଟ କାଟି ଦେଲେ।
|
10 |
ମୁ ଗ୍ଭହିଁ ନଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ବଚକ୍ଷକ୍ସ୍ଟ ରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗକ୍ସ୍ଟମ୍ଫା ଭିତ ରେ ମାେ ପାଖ ରେ ତୁମ୍ଭକୁ ମାରିବା ପାଇଁ ସକ୍ସ୍ଟୟୋଗ ଦଇେଥିଲେ। କିନ୍ତୁ ମୁ ତୁମ୍ଭକୁ ମାରିବାକକ୍ସ୍ଟ ଇଚ୍ଛା କଲି ନାହିଁ। ମାରେତକ୍ସ୍ଟମ୍ଭ ପ୍ରତିଦୟା ଆସିଲା। ମୁ କହିଲି, 'ମୁ ମାରେ ପ୍ରଭକ୍ସ୍ଟଙ୍କକ୍ସ୍ଟ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ବାରା ବଛା ୟାଇଥିବା ରାଜା।'
|
11 |
ଦେଖ, ମାେ ହାତ ରେ ଥିବା ଲକ୍ସ୍ଟଗା ଖଣ୍ତକକ୍ସ୍ଟ। ମୁ ଏହାକକ୍ସ୍ଟ ତକ୍ସ୍ଟମ୍ଭ ଲକ୍ସ୍ଟଗା ଧଡିରକ୍ସ୍ଟ କାଟିଅଛି। ମୁ ତୁମ୍ଭକୁ ମାରି ପାରିଥାନ୍ତି କିନ୍ତୁ ମୁ ମାରି ନାହିଁ। ମୁ ତୁମ୍ଭକୁ ବର୍ତ୍ତମାନ ବକ୍ସ୍ଟଝିବାକକ୍ସ୍ଟ ଦେଉଛି। ମୁ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି ଯେ ମୁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନଥିଲି। ମୁ ତକ୍ସ୍ଟମ୍ଭ ପ୍ରତି କବେେ ଅନ୍ଯାଯ କରି ନାହିଁ। କିନ୍ତୁ ତୁମ୍ଭେ ମାେତେ ଆଘାତ କରିଛ ଏବଂ ମାରିବାକକ୍ସ୍ଟ ମଧ୍ଯ ଗ୍ଭହିଁଛ।
|