1 |
ଶାମକ୍ସ୍ଟଯଲେ ଏକ ସ୍ବତନ୍ତ୍ର ତୈଳପାତ୍ର ନଇେ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚକ୍ସ୍ଟମ୍ବନ କରି କହିଲେ, "ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହବୋପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସମାନଙ୍କେର ଚତକ୍ସ୍ଟର୍ଦ୍ଦିଗର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହବୋପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ଯତା ପ୍ରତିପାଦନ କରିବ।
|
2 |
ଆଜି ତୁମ୍ଭେ ମାେତେ ଏଠି ଛାଡି ଗଲାପରେ ବିନ୍ଯାମୀନ ସୀମାର ସେଲଠା ରେ ରାହେଲ କବର ନିକଟରେ ଦକ୍ସ୍ଟଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦକ୍ସ୍ଟଇଜଣ ତୁମ୍ଭକୁ କହିବେ, 'ତୁମ୍ଭେ ଯେଉଁ ଗଧମାନଙ୍କୁ ଖାଜେକ୍ସ୍ଟଥିଲ, ସମାନେେ ମିଳିଛନ୍ତି। ତକ୍ସ୍ଟମ୍ଭ ବାପା ଗଧମାନଙ୍କ ପାଇଁ ବ୍ଯସ୍ତ ନିହଁନ୍ତି ବରଂ ତକ୍ସ୍ଟମ୍ଭପାଇଁ ଅଟନ୍ତି ଓ କହନ୍ତି, ମାେ ପକ୍ସ୍ଟଅ ପାଇଁ ମୁ କ'ଣ କରିବି।"'
|
19 |
କିନ୍ତୁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଆଜି ପରିତ୍ଯାଗ କଲ। ପରମେଶ୍ବର ତୁମ୍ଭମାନଙ୍କୁ ସବୁ ଅସକ୍ସ୍ଟବିଧାରକ୍ସ୍ଟ ଓ ସମସ୍ଯାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ତୁମ୍ଭମାନେେ କହିଲ, 'ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ।' ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନକ୍ସ୍ଟସା ରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହକ୍ସ୍ଟଅ।"
|