10 |
ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମାେତେ କହିଲେ, " ମାେତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ବାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ବରଙ୍କର ଜଣେ ସବେକ ମାତ୍ର। ତେଣୁ ପରମେଶ୍ବରଙ୍କୁ ଉପାସନା କର ! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ଯ ଦେଉଛି ଭବିଷ୍ଯତ୍ ବାଣୀର ମୂଳ ଆତ୍ମା ସ୍ବରୂପ।
|
20 |
କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।
|