3 |
ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହାଇେଥିବା ପରିତ୍ରାଣ ସମ୍ବନ୍ଧ ରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳ ରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ଯକ ଇଚ୍ଛା କଲି ; ମୁଁ ତୁମ୍ଭକୁ ବିଶ୍ବାସ ସକାେଶ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଚା ହେଁ। ପରମେଶ୍ବର ତାହାଙ୍କର ପବିତ୍ର ଲୋକମାନଙ୍କୁ ସହେି ବିଶ୍ବାସ ଦଇେଥିଲେ। ପରମେଶ୍ବର ଏକାଥରକେ ଏହି ବିଶ୍ବାସ ଦଇେଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ।
|
4 |
କେତକେ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳ ରେ ପ୍ରବେଶ କରିଛନ୍ତି। ସମାନେେ ସମାନଙ୍କେର କାର୍ୟ୍ଯ ପାଇଁ ଦୋଷୀ ବିବଚେିତ ହାଇେ ସାରିଲଣେି। ଭବିଷ୍ଯଦ୍ ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟ ରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ବରଙ୍କର ବିରୋଧୀ। ସମାନେେ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରମେଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।
|
15 |
ପ୍ରଭୁ ପ୍ରେତ୍ୟକକ ଲୋକଙ୍କର ବିଚାର କରିବେ। ସେ ପରମେଶ୍ବରଙ୍କ ବିରୋଧୀ ପ୍ରେତ୍ୟକକ ଲୋକଙ୍କୁ ବିଚାର କରିବାକୁ ଓ ଦଣ୍ଡ ଦବୋକୁ ଆସୁଛନ୍ତି। ସେ ପରମେଶ୍ବରଙ୍କର ବିରୁଦ୍ଧ ରେ ଦୁଷ୍କର୍ମ କରିଥିବା ପ୍ରେତ୍ୟକକ ଲୋକଙ୍କୁ ଦଣ୍ଡ ଦବେେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସହେି ପାପୀମାନଙ୍କୁ ପରମେଶ୍ବର ଦଣ୍ଡ ଦବେେ। ପରମେଶ୍ବରଙ୍କ ବିରୁଦ୍ଧ ରେ ମନ୍ଦକଥା କହିବା ହତେୁ ସେ ସମାନଙ୍କେୁ ଦଣ୍ଡ ଦବେେ।"
|