2 |
ମୁଁ ତୁମ୍ଭକୁ ଅନୁ ରୋଧ କରେ ଯେ, ପରମେଶ୍ବରଙ୍କ ଯେଉଁ ମଷଗେଣର ଦାଯିତ୍ବ ରେ ତୁମ୍ଭେ ରହିଛ, ସହେି ମଷେ ସମୂହର ତୁମ୍ଭେ ଯତ୍ନ ନବୋ ଉଚିତ। ସମାନେେ ପରମେଶ୍ବରଙ୍କ ମଷେପଲ। ତୁମ୍ଭେ ବାଧ୍ଯବାଧକତା ରେ ନୁହେଁ, ମାତ୍ର ସ୍ବଇଚ୍ଛା ରେ ପ୍ରତିପାଳନ କର। ପରମେଶ୍ବର ତାହାହିଁ ଚାହାଁନ୍ତି। ତୁମ୍ଭେ ସବୋ କରିବା ରେ ଆନନ୍ଦ ପାଉଛ ବୋଲି ସପରେି କର, ଧନ ଲୋଭ ରେ ତାହା କର ନାହିଁ।
|
10 |
ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ବର ସବୁ ଠିକ୍ କରି ଦବେେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସଇେ ପରମେଶ୍ବର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ତାହାଙ୍କ ମହିମା ରେ ଅଂଶୀଦାର ହବୋ ଲାଗି ସେ ତୁମ୍ଭକୁ ଡ଼ାକି ଅଛନ୍ତି। ସହେି ମହିମା ଅନନ୍ତ କାଳ ଧରି ରହିବ।
|