1 |
ଇଶ୍ରାୟେଲର ଲୋକମାନେ ନଦୀ ପାର ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ୟର୍ଦ୍ଦନ ନଦୀକକ୍ସ୍ଟ ଶକ୍ସ୍ଟଷ୍କ ରଖିଲେ। ଯେତବେେଳେ ୟର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମାରେିଯ ରାଜାମାନେ ଓ ଭୂମଧ୍ଯ ସମକ୍ସ୍ଟଦ୍ର ନିକଟସ୍ଥ କିଣାନୀଯ ରାଜାମାନେ ଏହା ଶୁଣିଲେ, ସେତବେେଳେ ସମାନଙ୍କେର ହୃଦଯ ତରଳି ଗଲା ଓ ଇଶ୍ରାୟେଲମାନଙ୍କୁ ସମ୍ମକ୍ସ୍ଟଖୀନ ହବୋ ସକାେଶ ସମାନେେ ସମାନଙ୍କେର ସାହାସ ହରାଇଲେ।
|
4 |
ଯିହାଶୂେୟ ସକ୍ସ୍ଟନ୍ନତ କରାଇବାର କାରଣ ଏହି, ମିଶରରକ୍ସ୍ଟ ବାହାରି ଆସିବା ପରେ ଇଶ୍ରାୟେଲର ସମସ୍ତ ଲୋକ ୟାତ୍ରା କରୁଥିବା ବେଳେ ମରକ୍ସ୍ଟଭୂମିରେ ମୃତକ୍ସ୍ଟ୍ଯବରଣ କଲେ। ସମାନେେ ସମସ୍ତେ ଯୋଦ୍ଧା ଥିଲେ ଓ ସକ୍ସ୍ଟନ୍ନତ ହାଇେଥିଲେ। କିନ୍ତୁ ମିଶର ଛାଡିବା ପରେ ମରକ୍ସ୍ଟଭୂମିରେ ଜନ୍ମ ହାଇେଥିବା ଇଶ୍ରାୟେଲୀୟମାନେ ସକ୍ସ୍ଟନ୍ନତ ହାଇେ ନଥିଲେ। ଯେ ହତେକ୍ସ୍ଟ ଲୋକମାନେ ସଦାପ୍ରଭୁଙ୍କ କଥା ମାନିଲେ ନାହିଁ। ତେଣୁ ସମାନଙ୍କେୁ ପ୍ରତିଜ୍ଞା କରାୟାଇଥିବା ଦେଶ ସମାନେେ ଦେଖି ପାରିଲେ ନାହିଁ ଏବଂ ଦୀର୍ଘ ଗ୍ଭଳିଶ ବର୍ଷ ୟାଏ ସମସ୍ତ ଯୋଦ୍ଧା ମୃତକ୍ସ୍ଟ୍ଯବରଣ କରିବା ପର୍ୟ୍ଯନ୍ତ ମରକ୍ସ୍ଟଭୂମିରେ ଘକ୍ସ୍ଟରି ବକ୍ସ୍ଟଲିଲେ। ସଦାପ୍ରଭୁ ସମାନଙ୍କେୁ "ଉର୍ବର ଓ ଦକ୍ସ୍ଟଗ୍ଧ ମଧକ୍ସ୍ଟ ପ୍ରବାହିତ ଦେଶ" ନ ଦଖାଇବୋ ପାଇଁ ପ୍ରତିଜ୍ଞା କଲେ, ଯାହା ସେ ସମାନଙ୍କେର ପୂର୍ବପୁରୁଷଗଣଙ୍କଠା ରେ ଆମ୍ଭକକ୍ସ୍ଟ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ତେଣୁ ସମାନଙ୍କେର ପକ୍ସ୍ଟତ୍ରଗଣ ସମାନଙ୍କେର ମୃତକ୍ସ୍ଟ୍ଯପରେ ସମାନଙ୍କେର ଜାଗାଗକ୍ସ୍ଟଡିକ ନଇଗେଲେ। ସମାନେେ ବାଟରେ ସକ୍ସ୍ଟନ୍ନତ ହାଇେ ନଥିଲେ, ତେଣୁ ସମାନେେ ରାସ୍ତା ରେ ଯିହାଶୂେୟଙ୍କ ଦ୍ବାରା ସକ୍ସ୍ଟନ୍ନତ ହେଲେ।
|