15 |
ଯିହାଶୂେୟ ସମାନଙ୍କେୁ ଉତ୍ତର ଦଇେ କହିଲେ, "ଯଦି ତୁମ୍ଭେ ବହକ୍ସ୍ଟତ ଲୋକ ଅଛ, ତବେେ ତୁମ୍ଭେ ପର୍ବତମଯ ବଣ ଅଞ୍ଚଳକକ୍ସ୍ଟ ୟାଅ। ଏବଂ ବଣ ସଫା କରି ତାକକ୍ସ୍ଟ ବାସପୟୋଗୀ କର। ବର୍ତ୍ତମାନ ସେ ଭୂମି ପରିଷୀଯ ଏବଂ ରଫୋଯୀ ଲୋକମାନଙ୍କ ଅଧିନ ରେ ଅଛି। ଯଦି ଇଫ୍ରଯିମ ପାର୍ବତ୍ଯ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତବେେ ତୁମ୍ଭେ ୟାଅ ଏବଂ ସେ ଭୂମିକକ୍ସ୍ଟ ନିଜ ଅଧିନକକ୍ସ୍ଟ ନିଅ।"
|
16 |
ଯୋଷେଫ୍ର ଲୋକମାନେ କହିଲେ, "ଏହା ସତ୍ଯ ଯେ ଇଫ୍ରଯିମର ପର୍ବତମଯ ଦେଶ ଆମ୍ଭ ପାଇଁ ୟଥେଷ୍ଟ ନକ୍ସ୍ଟ ହେଁ। କିନ୍ତୁ ସଠାେରେ କିଣାନୀଯ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳ ରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସମାନଙ୍କେର ଲକ୍ସ୍ଟହାର ରଥ ଅଛି। ଏବଂ ସମାନେେ ୟିଷ୍ରିଯଲେ ଉପତ୍ୟକା ତାଙ୍କ ଅଧିନ ରେ ଅଛି। ବୈଥ୍ଶାନି ଏବଂ ତା'ର ଉପସହର ଗକ୍ସ୍ଟଡିକ ସହେି ଅଞ୍ଚଳର ଅଟେ।"
|
18 |
ତୁମ୍ଭମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ନବେ। ଏହା ଏକ ଜଙ୍ଗଲ, କିନ୍ତୁ ତୁମ୍ଭମାନେେ ଏଠା ରେ ବୃକ୍ଷ ସଫା କରିପାରିବ। ଏବଂ ଏହାକକ୍ସ୍ଟ ଏକ ସକ୍ସ୍ଟନ୍ଦର ବାସପୋୟୋଗି କରିପାରିବ। ଏବଂ ତୁମ୍ଭେ ଏହାର ମାଲିକାନ ପାଇବ। ତୁମ୍ଭମାନେେ ବଳପୂର୍ବକ କିଣାନୀଯ ଲୋକମାନଙ୍କୁ ସଠାେରକ୍ସ୍ଟ ତଡି ଦିଅ। ତୁମ୍ଭମାନେେ ସମାନଙ୍କେୁ ପରାସ୍ତ କରିପାରିବ ଯଦିଓ ସମାନେେ ଶକ୍ତିଶାଳୀ ଓ ସମାନଙ୍କେ ପାଖ ରେ ବହକ୍ସ୍ଟତ ଅସ୍ତ୍ରଶସ୍ତ୍ର ଅଛି।"
|