2 |
ତୁମ୍ଭମାନେେ ଅନକେ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ବିତ ହାଇେ ସମାନଙ୍କେୁ ହତ୍ଯା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେ ହତେୁ ତୁମ୍ଭେ ପରମେଶ୍ବରଙ୍କୁ ତୁମ୍ଭର ଦରକାରୀ ବିଷୟଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭମାନେେ ସଗେୁଡ଼ିକ ପାଇ ନ ଥାଅ।
|
11 |
ଭାଇ ଓ ଭଉଣୀମାନେ ! ପରସ୍ପର ବିରୁଦ୍ଧ ରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠା ରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଚାର କରୁଛ ; ତା ହେଲେ ସେ ଯେଉଁ ବ୍ଯବସ୍ଥା ପାଳନ କରୁଛି, ତୁମ୍ଭେ ତା'ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟ ରେ ଥିବା ଜଣେ ଭାଇର ବିଚାର କର, ତବେେ ତୁମ୍ଭେ ପ୍ରକୃତ ରେ ସେ ପାଳନ କରୁଥିବା ବ୍ଯବସ୍ଥାର ବିଚାର କରୁଛ। ଏବଂ ତୁମ୍ଭେ ଯଦି ବ୍ଯବସ୍ଥାର ବିଚାର କରୁଛ, ତବେେ ତୁମ୍ଭେ ବ୍ଯବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଚାରପତି ହାଇଗେଲ।
|