ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯାକୁବଙ୍କ ପତ୍ 4:1

Notes

No Verse Added

ଯାକୁବଙ୍କ ପତ୍ 4:1

1
ପରମେଶ୍ବରଙ୍କଠା ରେ ସମର୍ପିତ ହୁଅ ତୁମ୍ଭେ କ'ଣ ଜାଣିଛ କି ତୁମ୍ଭମାନଙ୍କ ଭିତ ରେ ଝଗଡ଼ା ୟୁକ୍ତିତର୍କ କାହିଁକି ହୁଏ ? ତୁମ୍ଭର ଝଗଡ଼ା ୟୁକ୍ତିତର୍କ ସ୍ବାର୍ଥପର ଇଚ୍ଛାରୁ ସେ ତୁମ୍ଭ୍ ମଧିଅରେ ବିବାଦ ସୃଷ୍ଟି କରିଥାଏ ?
2
ତୁମ୍ଭମାନେେ ଅନକେ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ବିତ ହାଇେ ସମାନଙ୍କେୁ ହତ୍ଯା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ବିବାଦ କରିଥାଅ। ଯେ ହତେୁ ତୁମ୍ଭେ ପରମେଶ୍ବରଙ୍କୁ ତୁମ୍ଭର ଦରକାରୀ ବିଷୟଗୁଡ଼ିକ ମାଗି ଥାଅ, ତେଣୁ ତୁମ୍ଭମାନେେ ସଗେୁଡ଼ିକ ପାଇ ଥାଅ।
3
ବା ଯେତବେେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି ? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସଗେୁଡ଼ିକୁ ବ୍ଯବହାର କରିପାର, ସେଥିପାଇଁ ସହେିସବୁ ମାଗିଥାଅ।
4
ଏହାଦ୍ବାରା ତୁମ୍ଭମାନେେ ପରମେଶ୍ବରଙ୍କ ନିକଟରେ ବିଶ୍ବସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ ଯେ, ଜଗତକୁ ଭଲ ପାଇବା ପରମେଶ୍ବରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କହେି ଏହି ସଂସାରର ଅଂଶୀ ହବୋ ପାଇଁ ଇଚ୍ଛା କରେ, ତବେେ ସେ ନିଜକୁ ପରମେଶ୍ବରଙ୍କୁ ଶତ୍ରୁ କରି ପକାଏ।
5
ତୁମ୍ଭେ କ'ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ ? ଶାସ୍ତ୍ର କୁ ହେ : "ପରମେଶ୍ବର ଆମ୍ଭ ମଧିଅରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦଇେଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣରୂପେ ଅଧିକାର କରିବା ନିମନ୍ତେ ଚାହାଁନ୍ତି।"334
6
କିନ୍ତୁ ପରମେଶ୍ବର ଆମ୍ଭକୁ ଦଇେଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁ ହେ : "ପରମେଶ୍ବର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।"335
7
ଅତଏବ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା ହେଲେ ସେ ତୁମ୍ଭଠାରୁ ଦୂ ରଇେ ୟିବ।
8
ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।
9
ଦୁଃଖି ହୁଅ, ଦୁଃଖ ପ୍ରକାଶ କର କ୍ରନ୍ଦନ କର ! ତୁମ୍ଭର ହାସ୍ଯକୁ କ୍ରନ୍ଦନ ରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲତାକୁ ଦୁଃଖ ରେ ବଦଳାଅ।
10
ପ୍ରଭୁଙ୍କ ଆଗ ରେ ନମ୍ର ହୁଅ ସେ ତୁମ୍ଭକୁ ମହାନ୍ କରିବେ।
11
ଭାଇ ଭଉଣୀମାନେ ! ପରସ୍ପର ବିରୁଦ୍ଧ ରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠା ରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଚାର କରୁଛ ; ତା ହେଲେ ସେ ଯେଉଁ ବ୍ଯବସ୍ଥା ପାଳନ କରୁଛି, ତୁମ୍ଭେ ତା'ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟ ରେ ଥିବା ଜଣେ ଭାଇର ବିଚାର କର, ତବେେ ତୁମ୍ଭେ ପ୍ରକୃତ ରେ ସେ ପାଳନ କରୁଥିବା ବ୍ଯବସ୍ଥାର ବିଚାର କରୁଛ। ଏବଂ ତୁମ୍ଭେ ଯଦି ବ୍ଯବସ୍ଥାର ବିଚାର କରୁଛ, ତବେେ ତୁମ୍ଭେ ବ୍ଯବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଚାରପତି ହାଇଗେଲ।
12
କବଳେ ପରମେଶ୍ବର ହିଁ ବ୍ଯବସ୍ଥା ରଚନା କରନ୍ତି। ସେ ହେଉଛନ୍ତି ଏକମାତ୍ର ବିଚାରପତି। ସେ କବଳେ ରକ୍ଷା କରିପାରନ୍ତି ବିନାଶ ମଧ୍ଯ କରିପାରନ୍ତି। ଅତଏବ ଅନ୍ୟ କୌଣସି ଲୋକର ବିଚାର କରିବାର ତୁମ୍ଭ ପକ୍ଷ ରେ ଠିକ୍ ନୁହେଁ।
13
ତୁମ୍ଭ ଭିତ ରେ କହେି କହେି କୁହନ୍ତି, "ଆମ୍ଭେ ଆଜି ବା କାଲି କୌଣସି ସହରକୁ ୟିବୁ। ଆମ୍ଭେ ସଠାେରେ ବର୍ଷେ ରହିବୁ ବ୍ଯବସାୟ କରି ଧନ ଅର୍ଜନ କରିବୁ।" ଶୁଣ ! ଏହି ବିଷୟ ରେ ଚିନ୍ତା କର :
14
ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ଯ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ।
15
ଅତଏବ ତୁମ୍ଭେ କହିବା ଉଚିତ : "ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଏହା କରିବୁ ବା ତାହା କରିବୁ।"
16
କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହିପ୍ରକାର ଅହଂକାର କରିବା ଅନୁଚିତ ଅଟେ।
17
ଯଦି ଜଣେ ଲୋକ ଭଲ କାମ କରିବାକୁ ଜାଣି ସୁଦ୍ଧା ତାହା କରେ ନାହିଁ, ତା ହେଲେ ସେ ପାପ କରିଥାଏ।
×

Alert

×

oriya Letters Keypad References