3 |
ହେ ବନ୍ଧୁ, ତୁମ୍ଭେ ଯେ ହତେୁ ମାେ ସହିତ ବିଶ୍ବସ୍ତ ଭାବରେ ସବୋ କରୁଛ, ଯେଉଁ ସ୍ତ୍ରୀ ଲୋକମାନେ ମୁଁ ସୁସମାଚାର ପ୍ରଚାର କଲା ବେଳେ ମାେ ସହିତ ପରିଶ୍ରମ କରିଅଛନ୍ତି, ସମାନଙ୍କେୁ ସାହାୟ୍ଯ କର ବୋଲି ତୁମ୍ଭକୁ ମୁଁ ନିବଦନେ କରେ। ସମାନେେ କ୍ଲମେନ୍େସ ଏବଂ ମାରେ ଅନ୍ୟ ସହକାରୀମାନଙ୍କ ସହିତ ସବୋକାର୍ୟ୍ଯ କରିଛନ୍ତି। ସମାନଙ୍କେ ନାମ "ଜୀବନ-ପୁସ୍ତକ"288 ରେ ଲଖାେଅଛି।
|
12 |
ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତା ରେ କିପରି ରହିବାକୁ ହୁଏ, ତାହା ମଧ୍ଯ ମୁଁ ଜାଣେ। ପ୍ରେତ୍ୟକକ ସମୟରେ ଓ ପ୍ରେତ୍ୟକକ ଘଟଣା ରେ ଆନନ୍ଦିତ ହବୋର ରହସ୍ଯ ମୁଁ ଜାଣେ। ଯେତବେେଳେ ମାରେ ଖାଇବା ପାଇଁ ୟଥେଷ୍ଟ ଥାଏ କିଅବା ଯେତବେେଳେ ୟଥେଷ୍ଟ ନ ଥାଏ, ଯେତବେେଳେ ମାରେ ପ୍ରଚୁର ଥାଏ ବା ଯେତବେେଳେ ମାରେ ଅଭାବ ଥାଏ, ସେତବେେଳେ କିପରି ଆନନ୍ଦିତ ହାଇପୋରିବି, ତାହା ମୁଁ ଜାଣେ।
|