7 |
ଏହାପରେ ମାଶାେ ଯିହାଶୂେୟଙ୍କକ୍ସ୍ଟ ଡାକିଲେ। ସମସ୍ତ ଇଶ୍ରାୟେଲୀୟମାନଙ୍କ ସମ୍ମକ୍ସ୍ଟଖ ରେ ମାଶାେ ଯିହାଶୂେୟଙ୍କକ୍ସ୍ଟ କହିଲେ, "ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଏହି ଲୋକମାନଙ୍କୁ ସହେି ଦେଶକକ୍ସ୍ଟ ଆଗଇେ ନବେ ଯେଉଁ ଦେଶ ଦବୋ ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚକ୍ସ୍ଟକ୍ତି କରିଥିଲେ। ସହେି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କୁ ସାହାୟ୍ଯ କରିବ।
|
16 |
ସେତବେେଳେ ସଦାପ୍ରଭୁ ମାଶାଙ୍କେକ୍ସ୍ଟ କହିଲେ, " ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କରିବ। ଏହାପରେ ଏହି ଲୋକମାନେ ଉଠିବେ। ପକ୍ସ୍ଟଣି ଯେଉଁ ଦେଶ ରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସହେି ସ୍ଥାନ ରେ ବିଦେଶୀଯ ଦବଗେଣର ଅନକ୍ସ୍ଟଗାମୀ ହାଇେ ବ୍ଯଭିଗ୍ଭର କରିବେ ଓ ଆମ୍ଭକକ୍ସ୍ଟ ତ୍ଯାଗ କରିବେ। ଆମ୍ଭେ ସମାନଙ୍କେ ସହିତ ଯେଉଁ ନିଯମ କରିଅଛକ୍ସ୍ଟ, ତାହା ଲଙ୍ଘନ କରିବେ।
|
17 |
ସହେି ସମୟରେ, ସମାନଙ୍କେ ଉପରେ ଆମ୍ଭର କୋରଧ ହବେ। ତେଣୁ ଆମ୍ଭେ ସମାନଙ୍କେୁ ତ୍ଯାଗ କରିବା ଓ ଆମ୍ଭେ ସମାନଙ୍କେଠାରକ୍ସ୍ଟ ଆପଣା ମକ୍ସ୍ଟହଁ ବନ୍ଦ କରିବା। ତହିଁରେ ସମାନଙ୍କେ ପାଇଁ ଭୟଙ୍କର ଅବସ୍ଥାମାନ ହବେ, ଏବଂ ସମାନେେ ବହକ୍ସ୍ଟ ସମସ୍ଯା ରେ ପଡିବେ। ତା'ପରେ ସମାନେେ କହିବେ, 'ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ନିକଟରେ ନାହାଁନ୍ତି।'
|
20 |
ଆମ୍ଭେ ସମାନଙ୍କେୁ ସହେି ଦେଶକକ୍ସ୍ଟ ନଇୟିବୋ, ଯେଉଁ ଦେଶ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଅଛକ୍ସ୍ଟଁ। ସହେି ଦକ୍ସ୍ଟଗ୍ଧମଧକ୍ସ୍ଟ ପ୍ରବାହୀ ଦେଶକକ୍ସ୍ଟ ସମାନେେ ଗଲା ପରେ ଯେତବେେଳେ ସମାନେେ ଭୋଜନ କରି ତୃଲ୍ଗି ଓ ହୃଷ୍ଟପୃଷ୍ଟ ହବେେ। ସେତବେେଳେ ସମାନେେ ଅନ୍ୟ ଦବେତାମାନଙ୍କ ପ୍ରତି ଫରେି ସମାନଙ୍କେ ସବୋ କରିବେ ସମାନେେ ମାରେ ନିଯମକକ୍ସ୍ଟ ପ୍ରତ୍ଯାଖାନ କରିବେ ଓ ଲଙ୍ଘନ କରିବେ।
|