1 |
"ଯେତବେେଳେ ତୁମ୍ଭେ ଆପଣା ଶତୃମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭମାନେେ ତାଙ୍କର ଅନକେ ଅଶ୍ବାରୋହୀ, ରଥା ରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ଯକ ସୈନ୍ଯ ଥାନ୍ତି, ତବେେ ତୁମ୍ଭମାନେେ ସମାନଙ୍କେୁ ଭୟ କରିବାର କିଛି ନାହିଁ କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସହେି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ଯରକ୍ସ୍ଟ ବାହାରକରି ଆଣିଛନ୍ତି।
|