6 |
ତୁମ୍ଭମାନେେ ଦେଖିଛ ରୂବନରେ ପକ୍ସ୍ଟତ୍ର ଇଲୀଯାବର ସନ୍ତାନ ଦାଥନକ୍ସ୍ଟ ଓ ଅବୀରାମ ପ୍ରତି ଯାହା ଯାହା ସବୁ ସେ କରିଛନ୍ତି, ପୃଥିବୀ ଯେପରି ଆପଣା ମକ୍ସ୍ଟଖ ବିସ୍ତାର କରି ସମସ୍ତ ଇଶ୍ରାୟେଲ ମଧ୍ଯବର୍ତ୍ତୀ ସମାନଙ୍କେୁ ଓ ସମାନଙ୍କେ ପରିଜନବର୍ଗଙ୍କକ୍ସ୍ଟ ଓ ସମାନଙ୍କେ ତମ୍ବୁ ଓ ସମାନଙ୍କେ ପଶ୍ଚାତବର୍ତ୍ତୀ ସମସ୍ତ ପ୍ରାଣୀକକ୍ସ୍ଟ ଗ୍ରାସ କଲା, ଏ ସମସ୍ତ ତୁମ୍ଭର ପିଲାମାନେ ଦେଖି ନାହାଁନ୍ତି।
|