4 |
ଯେପରି ମୁଁ ସମାନଙ୍କେୁ ସବୁବେଳେ ପ୍ରସ୍ତୁତ ରହିବାକୁ କହୁଥିଲି, ମୁଁ ଚା ହେଁ ତୁମ୍ଭମାନେେ ମଧ୍ଯ ପ୍ରସ୍ତୁତ ରୁହ। ଯଦି କେତକେ ଲୋକ ମାକିଦନିଆରୁ ମାେ ସହିତ ତୁମ୍ଭମାନଙ୍କ ପାଖ ରେ ପହଁଞ୍ଚିବେ, ଓ ତୁମ୍ଭମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ ନାହିଁ, ତାହାହେଲେ ତୁମ୍ଭମାନଙ୍କଠା ରେ ଆମ୍ଭର ବିଶ୍ବାସ ଥିବା ହତେୁରୁ ଆମ୍ଭେ ଲଜ୍ଜା ବୋଧ କରିବୁ। ତୁମ୍ଭମାନେେ ମଧ୍ଯ ଲଜ୍ଜିତ ହବେ।
|
13 |
ତୁମ୍ଭମାନଙ୍କର ଏହି ସବୋ ତୁମ୍ଭମାନଙ୍କର ବିଶ୍ବାସର ପ୍ରମାଣ ଅଟେ। ଏହା ଦ୍ବାରା ଲୋକେ ପରମେଶ୍ବରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭମାନେେ ଯେ କବଳେ ବିଶ୍ବାସକୁ ସ୍ବୀକାର କରୁଛ ତା ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ଯବହାରିକ ସୁସମାଚାରକୁ ଅନୁସରଣ କରୁଛ। ତୁମ୍ଭମାନେେ ସମାନଙ୍କେ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ବରଙ୍କ ପ୍ରଶଂସା କରିବେ।
|