5 |
ତୁମ୍ଭମାନେେ ସମସ୍ତେ ଅନକେ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭମାନେେ ଯେ ଭାବବାଣୀ କୁହ, ଏହା ମାହେର ଅଧିକ ଇଚ୍ଛା। ଯେଉଁଲୋକ ଭାବବାଣୀ କ ହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ ରେଷ୍ଠ। କିନ୍ତୁ ସେ ଯଦି ସହେି ଭାଷାଗୁଡ଼ିକର ଅର୍ଥ କରିପାରୁଥିବ ତବେେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହାଦ୍ବାରା ମଣ୍ଡଳୀକୁ ସାହାୟ୍ଯ ହବେ।
|