1 |
ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭମାନେେ ଅନ୍ୟ ଲୋକଙ୍କର ନ୍ଯାୟବିଚ଼ାର କରି ପାରିବ ତା ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭମାନେେ ନିଜେ ମଧ୍ଯ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ଯାୟ ବିଚ଼ାର କରୁଛ, ହେଲେ ତୁମ୍ଭେ ମଧ୍ଯ ସମାନଙ୍କେ ପରି ମନ୍ଦ କାମ କରୁଛ। ଅତଏବ ଯେତବେେଳେ ତୁମ୍ଭେ ସମାନଙ୍କେର ନ୍ଯାୟବିଚ଼ାର କରୁଛ, ସେତବେେଳେ ପ୍ରକୃତ ରେ ନିଜକୁ ଅପରାଧୀ ବୋଲି ନ୍ଯାୟ ବିଗ୍ଭର କରୁଛ।
|
4 |
ପରମେଶ୍ବର ତୁମ୍ଭପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ର୍ଧୈୟ୍ଯବାନ। ପରମେଶ୍ବର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟ ରେ ଆଦୌ ଭାବୁ ନାହଁ। ଏହା ହାଇେ ପା ରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦବୋ ଉଦ୍ଦେଶ୍ଯ ରେ ପରମେଶ୍ବର ତୁମ୍ଭ ପ୍ରତି ଦୟାଳୁ ହାଇେଛନ୍ତି।
|
15 |
ସମାନେେ ହୃଦୟ ରେ ଜାଣି ପାରନ୍ତି ଯେ କଣ ଠିକ୍ ଓ କଣ ଭୁଲ୍। ଯାହା ଠିକ୍ ତାହା ବ୍ଯବସ୍ଥା ଚ଼ା ହେଁ। ସମାନେେ ଠିକ୍ ଓ ଭୁଲ୍ ବିଷୟ ରେ ଯାହା ଅନୁଭବ କରନ୍ତି, ତାହା ଦଖାଇେ ମଧ୍ଯ ଦିଅନ୍ତି। େ ବେଳବେଳେ ସମାନଙ୍କେ ବିଚ଼ାର ସମାନଙ୍କେୁ କୁ ହେ ଯେ, ସମାନେେ ମନ୍ଦ କାମ କଲେ, ସମାନେେ ଦୋଷୀ ହୁଅନ୍ତି ଓ େ ବେଳବେଳେ ସମାନଙ୍କେର ବିଗ୍ଭର ସମାନଙ୍କେୁ କୁ ହେ ଯେ, ସମାନେେ ଉତ୍ତମ କାମ କଲେ, ସମାନେେ ନିଜକୁ ଦୋଷୀ ବିବଚେିତ କରନ୍ତି ନାହିଁ।
|