4 |
ଦିନେ ଯେତବେେଳେ ଯୀଶୁ ସମାନଙ୍କେ ସାଙ୍ଗ ରେ ଭୋଜନ କରୁଥିଲେ ସେତବେେଳେ ସେ ପ୍ ରରେିତମାନଙ୍କୁ ୟିରୂଶାଲମ ନ ଛାଡ଼ିବାପାଇଁ କହିଲେ। ଯୀଶୁ କହିଲେ, "ପରମେଶ୍ବର ତୁମ୍ଭମାନଙ୍କୁ କିଛି ପ୍ରତିଜ୍ଞା ଦଇେଛନ୍ତି। ମୁଁ ତୁମ୍ଭମାନଙ୍କୁ ଏହି ପ୍ରତିଜ୍ଞା ବିଷୟ ରେ ଆଗରୁ କହି ସାରିଛି। ତେଣୁ ସହେି ପ୍ରତିଜ୍ଞା ନ ପାଇବା ପର୍ୟ୍ଯନ୍ତ ତୁମ୍ଭମାନେେ ୟିରୂଶାଲମ ରେ ଅପେକ୍ଷା ରେ ରୁହ।
|
21 |
ତେଣୁ ମୃତମାନଙ୍କ ମଧ୍ଯରୁ ଯୀଶୁଙ୍କର ପୁନରୁତ୍ଥାନର ସାକ୍ଷୀ ହବୋ ନିମନ୍ତେ ଆଉ ଜଣେ ଆମ୍ଭ ସହିତ ଯୋଗ ଦବୋ ନିତାନ୍ତ ଜରୁରୀ ଅଟେ। ତେଣୁ ପ୍ରଭୁ ଯୀଶୁ ଆମ୍ଭ ସହିତ ଥିବା ସମୟରେ ସେତବେେଳେ ଆମ୍ଭମାନଙ୍କ ଭିତ ରେ ଯେତେ ଜଣ ଥିଲେ ସମାନଙ୍କେ ମଧ୍ଯରୁ ଆଉ ଜଣକୁ ହିଁ ବଛାୟିବ। ଅନ୍ୟଭାଷା ରେ କହିବାକୁ ଗଲେ, ଯୋହନଙ୍କ ଦ୍ବାରା ବାପ୍ତିଜିତ ହବୋ ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ଯରୁ ଉର୍ଦ୍ଧ୍ବକୁ ନିଆ ହାଇଯେିବା ପର୍ୟ୍ଯନ୍ତ ଏହି ଲୋକ ଜଣଙ୍କ ଆମ୍ଭ ସଙ୍ଗ ରେ ରହିଥିବା ଉଚ଼ିତ।"
|