14 |
ତୁମ୍ଭମାନେେ ପଗ୍ଭରିବ, "କାହିଁକି ଆମ୍ଭମାନଙ୍କର ଏହି ଭଟେି ଗୃହୀତ ହବେ ନାହିଁ?" କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ପ୍ରତ୍ଯକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ୟୁବକାବସ୍ଥା ରେ ବିବାହ କରିଛ। ସେ ତୁମ୍ଭର ସାଥି ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପ ରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ।
|
17 |
ତୁମ୍ଭମାନେେ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ ସେ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍ଭମାନେେ ଶିକ୍ଷା ଦଲେ ଯେ ମନ୍ଦକାର୍ୟ୍ଯ କରୁଥିବା ବ୍ଯକ୍ତିଙ୍କୁ ପରମେଶ୍ବର ଆଦର କରନ୍ତି। ଆଉ ମଧ୍ଯ କହିଲ ପରମେଶ୍ବର ସହେି ଲୋକଙ୍କୁ ଉତ୍ତମ ଲୋକ ବୋଲି ବିବଚେନା କରନ୍ତି। ଆଉମଧ୍ଯ ତୁମ୍ଭେ ପ୍ରଶ୍ନ କରିଲ ପରମେଶ୍ବରଙ୍କର ନ୍ଯାଯ କେଉଁଠା ରେ ଅଛି।
|