6 |
ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, "ପିଲାମାନେ ସମାନଙ୍କେର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସମାନଙ୍କେର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହିଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭମାନେେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁନାହିଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ଯ ମନୋଭାବ ଦଖାେଉଛ।"
|
8 |
ତୁମ୍ଭମାନେେ ୟଜ୍ଞବଦେୀ ନିମନ୍ତେ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ'ଣ ଭୂଲ୍ ନୁହେଁ? ତୁମ୍ଭମାନେେ ଯେଉଁ େଛାଟ ଓ ରୋଗୀ ପଶୁଗୁଡିକୁ ଉତ୍ସର୍ଗ କରୁଛ ତାହା ମଧ୍ଯ ଭୁଲ୍ ନୁହେଁ କି? ତୁମ୍ଭମାନେେ ଯଦି ସହେି ଭଟେି ତୁମ୍ଭମାନଙ୍କର ଶାସକକୁ ଦିଅ, ସେ କ'ଣ ସନ୍ତୁଷ୍ଟ ହବେେ? ନା, ସେ କବେେ ହେଲେ ସେ ଭଟେି ଗ୍ରହଣ କରିବେ ନାହିଁ।" ସର୍ବଶକ୍ତିମାନ ସଦାପ୍ରଭୁ ଏହି ସବୁ କହିଥିଲେ।
|
13 |
ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହବେ ନାହିଁ ଏବଂ ତୁମ୍ଭେ ୟଜ୍ଞବଦେୀ ରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ଯ ନୁହେଁ। ତା'ପ ରେ ତୁମ୍ଭମାନେେ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସହେି ରୁଗ୍ଣ ପଶୁଗୁଡିକୁ ଆମ୍ଭେ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।
|
14 |
କେତକେ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦବୋ ପାଇଁ, କିନ୍ତୁ ଶଷେ ରେ ସମାନେେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସମାନେେ ଅଭିଶପ୍ତ ହବେେ। ଆମ୍ଭେ ଜଣେ ମହାନ୍ ରାଜା ଅଟୁ। ଆମ୍ଭକୁ ତୁମ୍ଭମାନେେ ସମ୍ମାନ କରିବା ଉଚିତ ଓ ସମଗ୍ର ବିଶ୍ବ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।" ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
|