1 |
ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ଛଅମାସର ପ୍ରଥମ ଦିବସ ରେ ହାଗଯ ପରମେଶ୍ବରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲ ଓ ୟିହୋଷାଦଙ୍କ ପୁତ୍ର ଯିହାଶୂେୟଙ୍କ ପାଇଁ ଥିଲା। ୟିରୁଦ୍ଦାବିଲ ଯିହୁଦାର ଦଶାେଧ୍ଯକ୍ଷ ଓ ଯିହାଶୂେୟ ଜଣେ ମହାନ୍ ଯାଜକ ଥିଲେ। ଭବିଷ୍ଯଦ୍ବକ୍ତା ହାଗଯଙ୍କ ଦ୍ବାରା କୁହାୟାଇଥିବା ବାର୍ତ୍ତା ଏହାହିଁ ଅଟେ।
|
6 |
ତୁମ୍ଭେ ବହୁ ମଞ୍ଜି ବୁଣୁଛ କିନ୍ତୁ ଅଳ୍ପ ଶସ୍ଯ ଅମଳ କରୁଛ। ତୁମ୍ଭର ଖାଇବାକୁ ଖାଦ୍ୟ ଅଛି କିନ୍ତୁ ପଟେ ପୁରିବାକୁ ପ୍ରଚୁର ନାହିଁ। ତୁମ୍ଭର ପାନୀଯ ପାଇଁ ଅଳ୍ପ ଦ୍ରାକ୍ଷାରସ ଅଛି। କିନ୍ତୁ ତାହା ତୁମ୍ଭର ଚାହିଦା ପୂରଣ ପାଇଁ ୟଥେଷ୍ଟ ନୁହେଁ। ତୁମ୍ଭର ଯଦିଓ କିଛି ବସ୍ତ୍ର ପିନ୍ଧିବାକୁ ଅଛି ତାହା ତୁମ୍ଭମାନଙ୍କୁ ଉଷୁମ ରଖିବାକୁ ୟଥେଷ୍ଟ ନୁହେଁ। ତୁମ୍ଭମାନେେ ଧନ ଅର୍ଜ୍ଜନ କରୁଛ କିନ୍ତୁ ତାହା କୁଆଡେ ଗ୍ଭଲି ଯାଉଛି ତୁମ୍ଭେ ଜାଣିପାରୁନାହଁ, ଯେପରିକି ତୁମ୍ଭ ପକଟେ ରେ ଥିବା କଣା ବାଟେ ସେସବୁ ଗ୍ଭଲି ଯାଉଛି।"
|
9 |
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, "ତୁମ୍ଭମାନେେ ପ୍ରଚୁର ଶସ୍ଯ ଅମଳ କରିବାକୁ ଖୋଜୁଛ, କିନ୍ତୁ ଯେତବେେଳେ ଶସ୍ଯ ସଂଗ୍ରହ କରିବାକୁ ଯାଉଛ ସଠାେ ରେ ଅତି ଅଳ୍ପ ଶସ୍ଯ ଦେଖୁଛ। ତୁମ୍ଭମାନେେ ସେ ଶସ୍ଯ ଘରକୁ ଆଣୁଛ, ତା'ପ ରେ ଆମ୍ଭେ ପବନକୁ ପଠାଇ ସେ ସମସ୍ତକୁ ଉଡାଇଦେଉଛୁ। ଏହା କାହିଁକି ଘଟୁଛି? କାରଣ ତୁମ୍ଭେ ପ୍ରେତ୍ୟକକ ଯେତବେେଳେ ନିଜ ନିଜ ଘରର ଯତ୍ନ ନବୋକୁ ତତ୍ପର ହେଉଛ ସେତବେେଳେ ଆମ୍ଭ ଗୃହ ଧ୍ବଂସ ହେଉଛି।
|
14 |
ତା'ପ ରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷଯ ରେ ଲୋକମାନଙ୍କୁ ଉତ୍ତଜେିତ କଲେ। ଯିହୁଦାର ଶାସକ ଶଲ୍ଟୀଯଲଙ୍କ ପୁତ୍ର ୟିରୁଦ୍ଦାବିଲଙ୍କୁ ଓ ମହାୟାଜକ ୟିହୋଷାଦକଙ୍କ ପୁତ୍ର ଯିହାଶୂେୟଙ୍କୁ ମଧ୍ଯ ସଦାପ୍ରଭୁ ଉତ୍ତଜେିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷଯ ରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତଜେିତ କଲେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ।
|