9 |
ତେଣୁ ଆମ୍ଭେ ପ୍ରତିଜ୍ଞା କରୁଛୁ, ମାୟୋବ ଓ ଅମ୍ମାନରେ ଲୋକମାନେ ସଦୋମ ଓ ହ ମାରୋ ପରି ଧ୍ବଂସ ହବେେ। ଆମ୍ଭେ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରୁଅଛୁ ଚିରକାଳ ପାଇଁ ସମାନଙ୍କେର ଭୂମି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହବେ। ସମାନଙ୍କେର ଭୂମିରେ ଅନାବନା ଗଛ ବ୍ଯାପିୟିବ। ମରୁସାଗର ପରି ସମାନଙ୍କେର ଭୁମି ଲବଣାକ୍ତ ହବେ। ଆମ୍ଭର ବଞ୍ଚିତ ଲୋକମାନେ ତାଙ୍କ ଦେଶ ଅଧିକାର କରିବେ ଓ ତାଙ୍କର ସମ୍ପତ୍ତି ଫରେିପାଇବେ।"
|
15 |
ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସମାନେେ ଭାବନ୍ତି ନୀନିବୀ ପୃଥିବୀ ରେ ସବୁଠାରୁ ମହାନ୍ ସ୍ଥାନ। କିନ୍ତୁ ସହେି ନଗରୀ ମଧ୍ଯ ଧ୍ବଂସ ହବେ। ଏହା ଏକ ଶୂନ୍ଯସ୍ଥାନ ହବେ ଯେଉଁଠା ରେ କବଳେ ବନ୍ଯପ୍ରାଣୀମାନେ ବିଶ୍ରାମ କରିବେ। ସହେି ବାଟ ଦଇେ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତବେେଳେ ସମାନେେ ସହେି ନଗରୀଟିକୁ ଅତି ଶୋଚନୀଯ ଭାବରେ ଧ୍ବଂସ ହବୋର ଦେଖିବେ।
|