ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ସିଫନିୟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
Notes
No Verse Added
History
No History Found
ଆମ ବିଷୟରେ
Contact Us
ସିଫନିୟ 1
1
ଏହି
ବାର୍ତ୍ତା
ସଦାପ୍ରଭୁ
ସିଫନିଯଙ୍କୁ
ପ୍ରଦାନ
କରିଥିଲେ।
ଯିହୁଦାର
ରାଜା
ଆମାନଙ୍କେ
ପୁତ୍ର
ଯୋଶିୟଙ୍କ
ସମୟରେ
ସେ
ଏହି
ବାର୍ତ୍ତା
ଗ୍ରହଣ
କଲେ।
ସିଫନିଯ
କୂଶିଙ୍କ
ପୁତ୍ର,
କୂଶି
ଗଦଲିଯଙ୍କ
ପୁତ୍ର,
ଗଦଲିଯ
ଅମରିଯଙ୍କ
ପୁତ୍ର
ଓ
ଅମରିଯ
ହିଜକିଯଙ୍କ
ପୁତ୍ର
ଥିଲେ।
2
ସଦାପ୍ରଭୁ
କହନ୍ତି,
"ପୃଥିବୀର
ସମସ୍ତ
ଜିନିଷ
ଆମ୍ଭେ
ଧ୍ବଂସ
କରିବା।"
3
ଆମ୍ଭେ
ସମସ୍ତ
ପ୍ରାଣୀ
ଓ
ସମସ୍ତ
ମାନବମାନଙ୍କୁ
ବିନଷ୍ଟ
କରିବା।
ଆକାଶର
ପକ୍ଷୀ
ଓ
ସମୁଦ୍ରର
ମାଛଗୁଡିକୁ
ବିନାଶ
କରିବା।
ସମସ୍ତ
ମନ୍ଦ
ଲୋକ
ଓ
ସମସ୍ତ
ଜିନିଷ
ଯେଉଁଗୁଡିକ
ସମାନଙ୍କେୁ
ପାପ
କରାଉଛି
ସହେି
ସବୁକୁ
ଧ୍ବଂସ
କରିବା।
ସବୁ
ଲୋକଙ୍କୁ
ପୃଥିବୀରୁ
ବିତାଡିତ
କରିବା।"
ଏହିସବୁ
କଥା
ସଦାପ୍ରଭୁ
କହିଲେ।
4
ସଦାପ୍ରଭୁ
କହିଲେ,
"ଆମ୍ଭେ
ଯିହୁଦା
ଓ
ୟିରୁଶାଲମ
ବାସିନ୍ଦାଙ୍କୁ
ଦଣ୍ତ
ଦବୋ।
ଆମ୍ଭେ
ସହେି
ସ୍ଥାନରୁ
ମୂର୍ତ୍ତି
ପୂଜକ
ଯାଜକଙ୍କୁ
ହଟାଇଦବୋ।
ଆମ୍ଭେ
ବାଲର
ଶଷେ
ସଙ୍କତକେୁ
ହଟାଇ
ଦବୋ।
ସମସ୍ତ
ଲୋକ
5
ଯେଉଁମାନେ
କି
ଛାତ
ଉପରକୁ
ୟାଇ
ତାରାମାନଙ୍କୁ
ପୂଜା
କରନ୍ତି
ଆମ୍ଭେ
ସେ
ସମସ୍ତଙ୍କୁ
ତଡି
ଦବୋ।
କତଜେଣ
ଲୋକ
ଉଭୟ
ସଦାପ୍ରଭୁ
ଏବଂ
ମିଥ୍ଯାପ୍ରଭୁ
ମାଲିକମାନଙ୍କୁ
ମଧ୍ଯ
ପୂଜା
କରୁଛନ୍ତି।
ତେଣୁ
ଆମ୍ଭେ
ସହେି
ଲୋକମାନଙ୍କୁ
ସହେି
ସ୍ଥାନରୁ
ତଡିଦବୋ।
6
କେତକେ
ଲୋକ
ସଦାପ୍ରଭୁଙ୍କୁ
ଅନୁସରଣ
କରିବା
ବନ୍ଦ
କଲେ।
ସମାନେେ
ସଦାପ୍ରଭୁଙ୍କ
ପ୍ରାର୍ଥନା
କରିବା
ବନ୍ଦ
କରି
ଦେଲେ।
ତେଣୁ
ସେ
ଲୋକମାନଙ୍କୁ
ସହେି
ସ୍ଥାନରୁ
ତଡି
ଦବୋ।"
7
ତୁମ୍ଭେ
ସଦାପ୍ରଭୁ
ମାରେ
ପ୍ରଭୁଙ୍କ
ସମ୍ମୁଖ
ରେ
ନୀରବ
ହୁଅ
କାରଣ
ଲୋକମାନଙ୍କୁ
ଶାସ୍ତି
ଦବୋପାଇଁ
ସଦାପ୍ରଭୁଙ୍କ
ବିଶଷଦେିନ
ଶୀଘ୍ର
ଆସୁଅଛି।
ସଦାପ୍ରଭୁ
ତାଙ୍କର
ବଳିଦାନ
ପ୍ରସ୍ତୁତ
କରି
ସାରିଛନ୍ତି
ଏବଂ
ତାଙ୍କର
ନିମନ୍ତ୍ରିତ
ଅତିଥିମାନଙ୍କୁ
ଅଲଗା
କରିଛନ୍ତି।
8
ସଦାପ୍ରଭୁ
କହିଲେ,
"ସଦାପ୍ରଭୁଙ୍କର
ଉତ୍ସର୍ଗ
ଦିନ
ରେ,
ଆମ୍ଭେ
ରାଜାର
ପୁତ୍ରମାନଙ୍କୁ
ଓ
ଅନ୍ୟ
ନେତାମାନଙ୍କୁ
ଦଣ୍ତ
ଦବୋ।
ବିଦେଶୀ
ବସ୍ତ୍ର
ପରିଧାନ
କରିଥିବା
ସମସ୍ତ
ଲୋକଙ୍କୁ
ଆମ୍ଭେ
ଦଣ୍ତ
ଦବୋ।
9
ସହେି
ସମୟରେ
ପ୍ରବେଶଦ୍ବାରକୁ
ଡଇେଁ
ୟାଇଥିବା
ଲୋକମାନଙ୍କୁ
ଆମ୍ଭେ
ଦଣ୍ତ
ଦବୋ।
ଯେଉଁମାନେ
ତାଙ୍କ
ମିଥ୍ଯା
ପ୍ରଭୁଙ୍କର
ଗୃହକୁ
ମିଥ୍ଯା
ଓ
ହିଂସା
ରେ
ପୂର୍ଣ୍ଣ
କରିଛନ୍ତି
ସମାନଙ୍କେୁ
ମଧ୍ଯ
ଦଣ୍ତ
ଦବୋ।"
10
ସଦାପ୍ରଭୁ
ମଧ୍ଯ
କହିଲେ,
"
ସହେି
ସମୟରେ
ୟିରୁଶାଲମର
ମତ୍ସ୍ଯ
ଦ୍ବାରଠା
ରେ
ସାହାୟ୍ଯ
ପାଇଁ
ଡାକୁଥିବେ।
ଲୋକମାନେ
ସହରର
ଅନ୍ୟ
ପାଶର୍ବ
ରେ
ମଧ୍ଯ
ସାହାୟ୍ଯ
ପାଇଁ
ଚିତ୍କାର
କରୁଥିବେ।
ସମାନେେ
ମଧ୍ଯ
ପାହାଡମାନଙ୍କରୁ
ଖୁବ୍
ଜୋର୍
ରେ
ଶଦ୍ଦ
ଶୁଣିବେ।
11
ସହରର
ନିମ୍ନ
ଅଂଶ
ରେ
ବାସ
କରୁଥିବା
ତୁମ୍ଭ
ଲୋକମାନେ
ଚିତ୍କାର
କରିବେ।
କାରଣ
ସମସ୍ତ
ବ୍ଯବସାଯୀ
ଓ
ଧନୀ
ବଣିକମାନେ
ଧ୍ବଂସ
ହାଇଯେିବେ।
12
"
ସହେିଦିନ
ଆମ୍ଭେ
ଗୋଟିଏ
ପ୍ରଦୀପ
ନଇେ
ୟିରୁଶାଲମ
ମଧିଅରେ
ଖାଜେିବା।
ଓ
ସହେି
ଆତ୍ମତୃପ୍ତ
ଲୋକମାନଙ୍କୁ
ବାଛିବା
ଯେଉଁମାନେ
ସମାନଙ୍କେ
ଶୈଳୀ
ରେ
ଜୀବନ
ଧାରଣ
କରିବା
ପାଇଁ
ସନ୍ତୁଷ୍ଟ।
ସହେି
ଲୋକମାନେ
କୁହନ୍ତୁ,
'ସଦାପ୍ରଭୁ
କହାରିକୁ
ସାହାୟ୍ଯ
କରନ୍ତି
ନାହିଁ
କି
କାହାରିକୁ
ଆଘାତ
କରନ୍ତି
ନାହିଁ।'
ଆମ୍ଭେ
ସମାନଙ୍କେୁ
ଖାଜେି
ବାହାର
କରିବା
ଓ
ଦଣ୍ତ
ଦବୋ।
13
ତା'ପ
ରେ
ଅନ୍ୟ
ଲୋକମାନେ
ସମାନଙ୍କେର
ଧନସମ୍ପଦ
ଲୁଣ୍ଠନ
କରିବେ
ଓ
ସମାନଙ୍କେର
ଘରଗୁଡିକୁ
ଧ୍ବଂସ
କରିବେ।
ସହେି
ସମୟରେ
ସମାନେେ
ନିର୍ମାଣ
କରିଥିବା
ଘ
ରେ
ଲୋକମାନେ
ରହିବେ
ନାହିଁ
ଏବଂ
ସମାନେେ
ବଢାଇଥିବା
ଅଙ୍ଗୁରରୁ
ପ୍ରସ୍ତୁତ
ଦ୍ରାକ୍ଷାରସ
ପିଇବେ
ନାହିଁ।"
14
ସଦାପ୍ରଭୁଙ୍କର
ସହେି
ବିଶଷେ
ଦିବସ
ଖୁବ୍
ଶୀଘ୍ର
ଆସୁଛି।
ସହେିଦିନ
ଅତି
ସନ୍ନିକଟ।
ବିଗ୍ଭରର
ସହେି
ବିଶଷେ
ଦିବସ
ରେ
ଲୋକମାନେ
ଏକ
ଅତି
ଦୁଃଖପୂର୍ଣ୍ଣ
ଶଦ୍ଦ
ଶୁଣିବେ।
ଏପରିକି
ଶକ୍ତିଶାଳୀ
ସୈନ୍ଯମାନେ
ଚିତ୍କାର
କରି
ଉଠିବେ।
15
ସହେି
ଦିନ
ପରମେଶ୍ବର
ତାଙ୍କର
କୋର୍ଧ
ଦଖାଇବେେ।
ଏହା
ଅତି
ଭୟଙ୍କର
ଦୁଃଖ
ଓ
ଧ୍ବଂସର
ସମୟ
ଦବେ।
ଏହା
ଏକ
ଧ୍ବଂସ
ବିଧ୍ବଂସ୍ତର
ଦିନ
ହବେ।
ଏହା
ଏକ
ଅନ୍ଧକାର
ଓ
ଖଦରେ
ଦିନ
ହବେ।
ଏହି
ଦିନଟି
ମେଘ
ଓ
ଅନ୍ଧକାରର
ଦିନ
ହବେ।
16
ଏହା
ୟୁଦ୍ଧ
ସମୟ
ପରି
ଏକ
ସମୟ
ହବେ,
ଯେତବେେଳେ
ଲୋକମାନେ
ପ୍ରତିରକ୍ଷା
ଦୁର୍ଗ
ଓ
ସୁରକ୍ଷିତ
ନଗରୀ
ରେ
ତୂରୀର
ଓ
ୟୁଦ୍ଧର
କାନ୍ଦଣା
ଶୁଣିବେ।
17
ସଦାପ୍ରଭୁ
କହିଲେ,
"
ସହେି
ସମୟରେ
ଆମ୍ଭେ
ଲୋକମାନଙ୍କୁ
ସମସ୍ଯା
ଘଟାଇବା।
ଲୋକମାନେ
ଅନ୍ଧଭଳି
ଗ୍ଭଲିବେ,
ଏହା
କାହିଁକି
ଘଟିବ?
କାରଣ
ସହେି
ଲୋକମାନେ
ସଦାପ୍ରଭୁଙ୍କ
ବିରୁଦ୍ଧ
ରେ
ପାପ
କରିଛନ୍ତି।
ସମାନଙ୍କେର
ମୃତ
ଶରୀର
ଭୂମି
ଉପ
ରେ
ଗୋବର
ପରି
ପଡି
ରହିବ।
18
ସମାନଙ୍କେର
ସୁନାରୂପା
ସମାନଙ୍କେୁ
ରକ୍ଷା
କରିପାରିବ
ନାହିଁ।
ସହେି
ସମୟରେ
ସଦାପ୍ରଭୁ
ଅତ୍ଯନ୍ତ
ବିବ୍ରତ
ଓ
କ୍ରୋଧୀ
ହାଇେ
ପଡିବେ।
ସଦାପ୍ରଭୁ
ସମଗ୍ର
ବିଶ୍ବକୁ
ଧ୍ବଂସ
କରିବେ।
ସଦାପ୍ରଭୁ
ସମ୍ପୂର୍ଣ୍ଣ
ଭାବରେ
ବିଶ୍ବ
ରେ
ସମସ୍ତଙ୍କୁ
ବିନାଶ
କରିବେ।"
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References