13 |
ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ବର କୁହନ୍ତି, "ନୀନିବୀ ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଅଛୁ। ଆମ୍ଭେ ତୁମ୍ଭର ରଥକୁ ଜାଳିଦବୋ ଓ ତୁମ୍ଭର 'ୟୁବକ ସିଂହମାନଙ୍କୁ' ଖଣ୍ତା ରେ ହତ୍ଯା କରିବା। ଆମ୍ଭେ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ ଲୋପ କରିଦବୋ। ଲୋକମାନେ ଆଉ କବେେ ମନ୍ଦ ଖବର ତୁମ୍ଭ ଦୂତଠାରୁ ଶୁଣିବେ ନାହିଁ।"
|