3 |
ତା'ପ ରେ ଅନକେ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ବର ବିଗ୍ଭରକ ହବେେ ଓ ଦୂରଦେଶୀଯ ଅନକେ ଲୋକମାନଙ୍କୁ ତାଙ୍କର ଶଷେ ନିଷ୍ପତ୍ତି ଜଣାଇବେ। ସହେି ଲୋକମାନେ ୟୁଦ୍ଧ ପାଇଁ ସମାନଙ୍କେର ଅସ୍ତ୍ର ତ୍ଯାଗ କରିବେ। ସମାନେେ ସମାନଙ୍କେର ଖଡ୍ଗ ରେ ଲଙ୍ଗଳ ତିଆରି କରିବେ ଏବଂ ବର୍ଛାକୁ ଭାଙ୍ଗି ଶସ୍ଯ କାଟିବାକୁ ଦାଆ ନିର୍ମାଣ କରିବେ। ଲୋକମାନେ ଅନ୍ୟ ସହିତ ୟୁଦ୍ଧ କରିବା ବନ୍ଦ କରିବେ। ଆଉ ୟୁଦ୍ଧ ପାଇଁ ତାଲିମ ମଧ୍ଯ କବେେ ନବେେ ନାହିଁ।
|
13 |
"ସିୟୋନର କନ୍ଯା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗ କୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାୟ୍ଯ ରେ ଅନକେ ଗୋଷ୍ଠୀକୁ ଚୁର୍ଣ୍ଣ କରିବ। ସମାନଙ୍କେର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସମାନଙ୍କେର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।"
|