28 |
ତା'ପ ରେ ନବୂଖଦ୍ନିତ୍ସର କହିଲା, "ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବର ଧନ୍ଯ, ଯେ ହତେୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନିଜଣ ଆପଣା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦବେତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ଯ ରାଜବାକ୍ଯ ଅମାନ୍ଯ କରି ଆପଣା ପରମେଶ୍ବରଙ୍କ ସବୋ କଲେ।
|