1 |
" ହେ ମନୁଷ୍ଯ ପୁତ୍ର, ନାପିତର କ୍ଷୁର ପରି ତୁମ୍ଭେ ଏକ ତୀକ୍ଷ୍ମ ଖଡ୍ଗ ରେ ନିଜର ମସ୍ତକ ଓ ଦାଢ଼ି ଖିଅର ହବେ। ତହୁଁ ନିକିତି ରେ ବାଳକୁ ଓଜନ କର ଏବଂ ଏହା ତିନି ଭାଗ ରେ ବିଭକ୍ତ କର। ତା'ପ ରେ ଏହାର ଏକ ତୃତୀଯାଂଶ ନିଅ ଏବଂ ତୁମ୍ଭର ଅବରୋଧ ସମାପ୍ତ ହେଲାପ ରେ, ସହେି ବାଳକୁ ସହେି ନଗର ନକସାର ମଝି ରେ ଦଗ୍ଧ କରିବ। ଆଉ ଏକ ତୃତୀଯାଂଶ ଖଡ୍ଗ ରେ କାଟ ଓ ନଗର ଚତୁର୍ଦ୍ଦିଗ ରେ ଭିଣି ଦିଅ। ଆଉ ଏକ ତୃତୀଯାଂଶ କେଶ ପବନର ମୁହଁକୁ ଫୋପାଡ଼ି ଦିଅ କାରଣ ଆମ୍ଭେ ସମାନଙ୍କେୁ ଦୂର ଦେଶ ପର୍ୟ୍ଯନ୍ତ ଅନୁସରଣ କରିବା ଓ ଖଣ୍ଡା ରେ ସମାନଙ୍କେୁ ହତ୍ଯା କରିବା।
|