9 |
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, " ହେ ଇଶ୍ରାୟେଲର ଅଧିପତିମାନେ, ୟଥେଷ୍ଟ ! ତୁମ୍ଭମାନଙ୍କ ନିମନ୍ତେ ଏହା ୟଥେଷ୍ଟ ହେଉ। ତୁମ୍ଭମାନେେ ଲୋକମାନଙ୍କ ପ୍ରତି ନିଷ୍ଠୁରତା ଓ ଧନ ଅପହରଣ କରିବା ଦୂର କର। ଆଉ ସମାନଙ୍କେ ପ୍ରତି ନ୍ଯାଯ ଓ ଯଥାର୍ଥ ବିଚାର କର। ମାରେ ଲୋକମାନଙ୍କଠାରୁ ଭୂମି ନଇୟିବୋ ବନ୍ଦ କର।" ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
|