4 |
ଏଣୁ ତୁମ୍ଭେ ସମାନଙ୍କେୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଯେକହେି ଇଶ୍ରାୟେଲୀୟ ୟିଏ ତା'ର ହୃଦଯ ନିଜର ମୂର୍ତ୍ତିକୁ ଦିଏ, ଏବଂ ଯାହାର ପାପ ତା' ପାଇଁ ଏକ ବାଧା ଦିଏ, ଯେତବେେଳେ ଭବିଷ୍ଯଦବକ୍ତା ନିକଟକୁ ଉପଦେଶ ପାଇଁ ୟାଏ, ମୁଁ ସଦାପ୍ରଭୁ ନିଜେ ତାକୁ ଉତ୍ତର ଦବେି। କିନ୍ତୁ ତାକୁ ୟାଇ ପଚାରିବା ପାଇଁ କହିଲି, ତାଙ୍କର କଳୁଷିତ ମୂର୍ତ୍ତିଗୁଡ଼ିକୁ ସାହାୟ୍ଯ ନିମନ୍ତେ।
|