ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଯିରିମିୟ 9:7
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
Notes
No Verse Added
History
ଯିରିମିୟ 9:7 (06 23 am)
ଆମ ବିଷୟରେ
Contact Us
ଯିରିମିୟ 9:7
1
ଯବେେ
ମାରେ
ମସ୍ତକ
କଳମଯ
ଓ
ମାରେ
ଚକ୍ଷୁ
ଲୋତକର
ଝରଣାସ୍ବରୂପ
ହୁଅନ୍ତା,
ତବେେ
ମୁଁ
ମାହେର
ନିହତ
ଲୋକମାନଙ୍କ
ପାଇଁ
ଅହୋରାତ୍ର
କ୍ରନ୍ଦନ
କରିପାରନ୍ତି।
2
ଆଉ
ଯଦି
ପଥିକମାନଙ୍କର
ବସାପରି
ପ୍ରାନ୍ତର
ରେ
ମାରେ
ଗୋଟିଏ
ବସା
ଥାଆନ୍ତା,
ତବେେ
ମୁଁ
ନିଜ
ଲୋକମାନଙ୍କୁ
ତ୍ଯାଗ
କରି
ସମାନଙ୍କେଠାରୁ
ଦୂ
ରଇେ
ୟାଇ
ପାରନ୍ତି।
କାରଣ
ସମାନେେ
ସମସ୍ତେ
ବ୍ଯଭିଚାରୀ
ଓ
ପରମେଶ୍ବରଙ୍କ
ପ୍ରତି
ବିଶ୍ବାସଘାତକତା
କରିଛନ୍ତି।
3
"ପୁଣି
ସମାନେେ
ଅସତ୍ଯତା
ନିମନ୍ତେ
ନିଜ
ନିଜ
ଜିହ୍ବାରୂପ
ଧନୁକୁ
ବକ୍ର
କରନ୍ତି।
ଆଉ
ସମାନେେ
ଦେଶ
ରେ
ବଳିଷ୍ଠ
ହାଇେଅଛନ୍ତି,
ମାତ୍ର
ସତ୍ଯତା
ପାଇଁ
ନୁହେଁ।
କାରଣ
ସମାନେେ
ପାପ
ଉପ
ରେ
ପାପ
କରିବାକୁ
ଅଗ୍ରସର
ହୁଅନ୍ତି।
ସମାନେେ
ଆମ୍ଭକୁ
ଜାଣନ୍ତି
ନାହିଁ।"
ଏହା
ସଦାପ୍ରଭୁ
କହନ୍ତି।
4
"ତୁମ୍ଭମାନେେ
ପ୍ରେତ୍ୟକକ
ପ୍ରତିବେଶୀ
ପ୍ରତି
ସାବଧାନ
ହୁଅ
ଓ
କୌଣସି
ଭ୍ରାତାକୁ
ବିଶ୍ବାସ
କର
ନାହିଁ।
କାରଣ
ପ୍ରେତ୍ୟକକ
ଭ୍ରାତା
ପ୍ରତାରକ
ଓ
ପ୍ରେତ୍ୟକକ
ପ୍ରତିବେଶୀ
ତୁମ୍ଭମାନଙ୍କର
ନିନ୍ଦା
ଗାଇ
ବୁଲିବେ।
5
ସମାନେେ
ପ୍ରେତ୍ୟକକ
ଆପଣା
ପ୍ରତିବେଶୀକୁ
ପ୍ରବ୍ଯଞ୍ଚନା
କରିବେ
ଓ
କବେେ
ସତ୍ଯକଥା
କହିବେ
ନାହିଁ।
ସମାନେେ
ମିଥ୍ଯା
କହିବାକୁ
ନିଜ
ନିଜ
ଜିହ୍ବାକୁ
ଶିଖାଇ
ଅଛନ୍ତି।
ଥକିବା
ପର୍ୟ୍ଯନ୍ତ
ସମାନେେ
ମନ୍ଦକର୍ମ
କରନ୍ତି।
6
ଗୋଟିଏ
ମନ୍ଦକର୍ମ
ପ
ରେ
ଅନ୍ୟ
ଏକ
ମନ୍ଦକର୍ମ
ଚାଲେ
ଓ
ପ୍ରବଞ୍ଚନା
ଲାଗି
ରହେ।
ତେଣୁ
ସଦାପ୍ରଭୁ
କହନ୍ତି,
ଏହି
ମିଥ୍ଯା
ଓ
ପ୍ରବଞ୍ଚନା
ଯୋଗୁଁ
ସମାନେେ
ଆମ୍ଭକୁ
ଜାଣିବାକୁ
ଅସ୍ବୀକାର
କରନ୍ତି।"
7
ତେଣୁ
ସୈନ୍ଯାଧିପତି
ସଦାପ୍ରଭୁ
କହନ୍ତି,
"
ଯେପରି
ଜଣେ
ଶ୍ରମିକ
ଧାତୁର
ଶୁଦ୍ଧତା
ଜାଣିବା
ପାଇଁ
ଅଗ୍ନି
ରେ
ତରଳାଏ,
ସହେିପରି
ଆମ୍ଭେ
ସମାନଙ୍କେୁ
ପରୀକ୍ଷା
କରିବା।
ଆମ୍ଭ
ଲୋକମାନେ
ପାପ
କରିଥିବା
ହତେୁ
ଆଉ
ଆମ୍ଭେ
କ'ଣ
କରିପାରିବା
?
8
ସମାନଙ୍କେର
ଜିହ୍ବା
ପ୍ରାଣନାଶକ
ବାଣସ୍ବରୂପ।
ତାହା
କବଳେ
ମିଥ୍ଯା
ଓ
ପ୍ରବଞ୍ଚନାର
କଥା
କ
ହେ।
ସମାନେେ
ମୁହଁ
ରେ
ପ୍ରତିବେଶୀ
ସହିତ
ପ୍
ରମାେଳାପ
କରନ୍ତି,
ମାତ୍ର
ଅନ୍ତର
ରେ
ସମାନଙ୍କେୁ
ବିନାଶ
କରିବାକୁ
ଯୋଜନା
କରନ୍ତି।
9
ତେଣୁ
ସଦାପ୍ରଭୁ
କହନ୍ତି,
ଆମ୍ଭେ
ସମାନଙ୍କେୁ
ପ୍ରତିଫଳ
ଦବୋ।"
"ଏହି
ପ୍ରକାର
ଗୋଷ୍ଠୀକୁ
ଆମ୍ଭେ
ଦଣ୍ଡ
ବିଧାନ
ନ
କରି
କ'ଣ
ରହିପାରିବା
?"
10
ମୁଁ,
ଯିରିମିୟ,
ପର୍ବତମାନଙ୍କ
ପାଇଁ
ଓ
ପ୍ରାନ୍ତରସ୍ଥ
ଚରାସ୍ଥାନ
ପାଇଁ
କବଳେ
ବିଳାପ
କରିବି।
ସମାନଙ୍କେ
ନିମନ୍ତେ
ଗୋଳ
କରିବି।
କାରଣ
କହେି
ଜୀବନ୍ତ
ପ୍ରାଣୀ
ସଠାେ
ରେ
ନ
ଥିବେ।
କୌଣସି
ଲୋକ
ୟାତାଯାତ
କରିବେ
ନାହିଁ।
ପଶୁପଲର
ରବ
ଶୁଣାୟିବ
ନାହିଁ।
ଆଉ
ଆକାଶସ୍ଥ
ପକ୍ଷୀଗଣ
ଓ
ଭୂଚର
ପଶୁଗଣ
ଉଭୟେ
ସଠାରୁେ
ପଳାଯନ
କରିବେ।
11
"ପୁଣି
ଆମ୍ଭେ
ସଦାପ୍ରଭୁ
ୟିରୁଶାଲମକୁ
ଢ଼ିପି
ଓ
ଶୃଗାଳମାନଙ୍କ
ବାସସ୍ଥାନ
ରେ
ପରିଣତ
କରିବା।
ଆଉ
ଆମ୍ଭେ
ଯିହୁଦାର
ନଗରସମୂହକୁ
ନିର୍ଜନ
ଧ୍ବଂସସ୍ଥାନ
କରିବା।"
12
ଏହା
ବୁଝିଲାଭଳି
କୌଣସି
ଜ୍ଞାନୀ
ବ୍ଯକ୍ତି
ଏଠା
ରେ
ଅଛନ୍ତି
କି
?
ସଦାପ୍ରଭୁଙ୍କ
ଦ୍ବାରା
ଶିକ୍ଷା
ପାଇଥିବା
ଓ
ତାଙ୍କର
ମୁଖ
ନିଃସୃତ
ବାଣୀକୁ
ବ୍ଯକ୍ତ
କରିବାକୁ
କହେି
ବ୍ଯକ୍ତି
ଅଛି
କି
?
ଦେଶ
କାହିଁକି
ଧ୍ବଂସପ୍ରାପ୍ତ
ହେଲା
ଓ
ପ୍ରାନ୍ତରସବୁ
ଦଗ୍ଧିଭୂତ
ହେଲା,
କହେି
ସଠାେ
ରେ
ୟାତାଯାତ
କଲେ
ନାହିଁ
?
13
ଏସବୁର
କାରଣ
ସଦାପ୍ରଭୁ
କହନ୍ତି,
"ତାହା
ହେଲା
ଆମ୍ଭେ
ସମାନଙ୍କେ
ସମ୍ମୁଖ
ରେ
ଆମ୍ଭର
ଯେଉଁ
ବ୍ଯବସ୍ଥାମାନ
ରଖିଲୁ
ତାହା
ସମାନେେ
ପରିତ୍ଯାଗ
କରିଅଛନ୍ତି।
ଆମ୍ଭର
ବାକ୍ଯ
ପାଳନ
କରି
ନାହାଁନ୍ତି
କି
ତଦନୁସା
ରେ
ଆଚରଣ
କରି
ନାହାଁନ୍ତି।
14
ସମାନେେ
ନିଜ
ଇଚ୍ଛାନୁସା
ରେ
ଅବାଧ୍ଯ
ହାଇେଛନ୍ତି
ଓ
ପୂର୍ବପୁରୁଷମାନଙ୍କ
ଶିକ୍ଷାନୁସା
ରେ
ବାଲ୍ଦବେ
ତାଙ୍କର
ଅନୁଗାମୀ
ହାଇେ
ଆଚରଣ
କରିଅଛନ୍ତି।"
15
ତେଣୁ
ଇଶ୍ରାୟେଲର
ପରମେଶ୍ବର
ସୈନ୍ଯାଧିପତି
ସଦାପ୍ରଭୁ
କହନ୍ତି,
"ଆମ୍ଭେ
ସମାନଙ୍କେୁ
ତିକ୍ତ
ଭୋଜନ
କରାଇବା
ଓ
ବିଷବୃକ୍ଷର
ରସ
ସମାନଙ୍କେୁ
ପାନ
କରିବାକୁ
ଦବୋ।
16
ସମାନେେ
କିଅବା
ସମାନଙ୍କେର
ପୂର୍ବପୁରୁଷ
ଜାଣି
ନ
ଥିବା
ଦେଶୀଯମାନଙ୍କ
ମଧିଅରେ
ସମାନଙ୍କେୁ
ଛିନ୍ନଭିନ୍ନ
କରିବା।
ସମାନଙ୍କେୁ
ସଂହାର
ନ
କରିବା
ୟାଏ
ସମାନଙ୍କେ
ପଛ
ରେ
ଖଡ୍ଗ
ପଠାଇବା।"
17
ସୈନ୍ଯାଧିପତି
ସଦାପ୍ରଭୁ
କହନ୍ତି,
"ତୁମ୍ଭମାନେେ
ବିବଚେନା
କର
ଓ
ବିଳାପକାରିଣୀ
ସ୍ତ୍ରୀମାନଙ୍କୁ
ଆସିବା
ପାଇଁ
ଡ଼ାକ
ଓ
ନିପୁଣା
ସ୍ତ୍ରୀମାନଙ୍କର
ଆସିବା
ପାଇଁ
ଲୋକ
ପଠାଅ।
18
ସମାନେେ
କହନ୍ତି,
'
ସହେି
ସ୍ତ୍ରୀ
ଲୋକମାନେ
ଶୀଘ୍ର
ଆସନ୍ତୁ
ଓ
ଆମ୍ଭମାନଙ୍କ
ପାଇଁ
ବିଳାପ
କରନ୍ତୁ।
ଆମ୍ଭର
ଚକ୍ଷୁ
ଯେପରି
ଲୋତକରେ
ପୂର୍ଣ୍ଣ
ହବେ
ଓ
ଚକ୍ଷୁରୁ
ଯେପରି
ଲୋତକର
ନିର୍ଝର
ନିର୍ଗତ
ହବେ।'
19
"କାରଣ
ସିୟୋନରୁ
ଏହି
ହାହାକାର
ଶବ୍ଦ
ଶୁଣାଯାଉଛି।
'ଆମ୍ଭମାନେେ
ପ୍ରକୃତ
ରେ
ବିନଷ୍ଟ
ହାଇେଅଛୁ।
ଆମ୍ଭମାନେେ
ବିଶଷେ
ଭାବରେ
ଲଜ୍ଜିତ,
କାରଣ
ଆମ୍ଭର
ବାସସ୍ଥାନ
ଧୂଳିସାତ୍
ହାଇେଅଛି
ଓ
ଆମ୍ଭମାନେେ
ଦେଶ
ପରିତ୍ଯାଗ
କରିଅଛୁ।"'
20
ତେଣୁ
ହେ
ଯିହୁଦାର
ରମଣୀଗଣ,
ସଦାପ୍ରଭୁଙ୍କର
ବାକ୍ଯ
ଶୁଣ,
ତୁମ୍ଭମାନଙ୍କର
କର୍ଣ୍ଣ
ତାଙ୍କର
ମୁଖ
ନିଃସୃତ
ବାକ୍ଯ
ଗ୍ରହଣ
କରୁ।
ଆଉ
"ତୁମ୍ଭମାନେେ
ନିଜ
ନିଜ
କନ୍ଯାମାନଙ୍କୁ
ହାହାକାର
କରିବାକୁ
ଓ
ପ୍ରେତ୍ୟକକ
ନିଜ
ପ୍ରତିବେଶୀନୀକୁ
ବିଳାପ
କରିବାକୁ
ଶିକ୍ଷା
ଦିଅ।
21
'କାରଣ
ମୃତ୍ଯୁ
ଆମ୍ଭମାନଙ୍କର
ଝରକା
ଦଇେ
ଆମ୍ଭମାନଙ୍କର
ପ୍ରାସାଦ
ରେ
ପ୍ରବେଶ
କରିଅଛି।
ଏହା
ବାହା
ରେ
ବାଳକମାନଙ୍କୁ
ଓ
ନଗରର
ଛକମାନଙ୍କ
ରେ
ୟୁବକମାନଙ୍କୁ
ସଂହାର
କରିବାକୁ
ପ୍ରସ୍ତୁତ।'
22
'ଯିରିମିୟ
ଏହା
କହନ୍ତି,
'ସଦାପ୍ରଭୁଙ୍କ
ବାକ୍ଯାନୁସା
ରେ
ମନୁଷ୍ଯମାନଙ୍କର
ଶବ
ଖତପରି
କ୍ଷେତ୍ର
ରେ
ପଡ଼ି
ରହିବ
ଆଉ
ଶସ୍ଯ
ଚ୍ଛଦନକୋରୀର
ଶସ୍ଯ
ପଛ
ରେ
ପଡ଼ିଲା
ପରି
ସମାନେେ
କ୍ଷେତ୍ର
ରେ
ପଡ଼ି
ରହିବେ।
କହେି
ସମାନଙ୍କେୁ
ସଂଗ୍ରହ
କରିବାକୁ
ନ
ଥିବେ।"'
23
ଆଉ
ସଦାପ୍ରଭୁ
କହନ୍ତି,
"ଜ୍ଞାନବାନ୍
ଆପଣା
ଜ୍ଞାନ
ରେ
ଦର୍ପ
ନ
କରୁ,
ବଳବାନ୍
ଆପଣା
ବଳ
ରେ
ଦର୍ପ
ନ
କରୁ
ଓ
ଧନବାନ୍
ଆପଣା
ଧନ
ରେ
ଗର୍ବ
ନ
କରୁ।
24
ଯଦି
କହେି
ଦର୍ପ
କରିବ,
ତବେେ
ସେ
ଆମ୍ଭକୁ
ଚିହ୍ନେ
ଓ
ଜାଣେ
ବୋଲି
ଦର୍ପ
କରୁ।
ଆମ୍ଭେ
ସଦାପ୍ରଭୁଙ୍କ
ଜଗତ
ରେ
ସ୍ନହେ,
କରୁଣା
ବିଚାର
ଓ
ଧର୍ମସାଧନ
କରୁ,
କାରଣ
ସଦାପ୍ରଭୁ
କହନ୍ତି
ଏସବୁ
ରେ
ଆମ୍ଭର
ସନ୍ତାଷେ
ଥାଏ।"
25
ସଦାପ୍ରଭୁ
କହନ୍ତି
ଦେଖ,
"ଆମ୍ଭେ
ଯେଉଁ
ସମୟରେ
ସୁନ୍ନତ
ଲୋକମାନଙ୍କୁ
ସମାନଙ୍କେର
ଅସୁନ୍ନତ
ଅନୁସାରେ
ଦଣ୍ଡ
ଦବୋ,
ଏପରି
ସମୟ
ଆସୁଅଛି।
26
ଆମ୍ଭେ
ମିଶର,
ଯିହୁଦା,
ଇଦୋମ,
ଅମ୍ମାନେ
ଓ
ମାୟୋବର
ସନ୍ତାନଗଣଙ୍କୁ
ଓ
ସମସ୍ତ
ପ୍ରାନ୍ତରବାସୀଙ୍କୁ
ଦଣ୍ଡ
ଦବୋ,
କାରଣ
ସମାନେେ
ଶରୀର
ରେ
ଅସୁନ୍ନତ
ମାତ୍ର
ସମଗ୍ର
ଇଶ୍ରାୟେଲ
ଅନ୍ତଃକରଣ
ରେ
ଅସୁନ୍ନତ
ଅଟନ୍ତି।"
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References