18 |
"ପୁଣି ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କତା କହନ୍ତି, 'ଆମ୍ଭେ ୟିରୁଶାଲମର ଉପ ରେ ଯେପରି ଆମ୍ଭର କୋର୍ଧ ଓ ପ୍ରଚଣ୍ଡ କୋପ ପ୍ରକାଶ କରିଥିଲୁ, ସହେିପରି ଯେଉଁମାନେ ମିଶର ରେ ପ୍ରବାସ କରିବେ, ଆମ୍ଭେ ସମାନଙ୍କେ ପ୍ରତି ଆମ୍ଭର ପ୍ରଚଣ୍ଡ କୋପ ଢ଼ାଳିବା। ଆଉ ତୁମ୍ଭମାନେେ ଅଭିଶପ୍ତ, ବିସ୍ମଯ, ଶାପଗ୍ରସ୍ତ ଓ ନିନ୍ଦାର ପାତ୍ର ହବେ ଓ ତୁମ୍ଭମାନେେ ଏହି ସ୍ଥାନ ଦେଖିବ ନାହିଁ।'
|
20 |
ପୁଣି ତୁମ୍ଭମାନେେ ନିଜ ନିଜ ପ୍ରାଣ ବିରୁଦ୍ଧ ରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିକଟକୁ ମାେତେ ପଠାଇ କହିଲ, 'ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯାହା ଯାହା କହିବେ, ତଦନୁସା ରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭମାନେେ ତାହା ପାଳନ କରିବୁ।'
|