7 |
ଯେତବେେଳେ ୟିରୁଶାଲମ ଧ୍ବଂସ ହେଲା, ସେତବେେଳେ ଯିହୁଦାର କେତକେ ସନୋପତି, ଅଧିପତି ଓ ଲୋକ ବାହା ରେ ଥିଲେ। ସମାନେେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିଯକୁ ଦେଶର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛନ୍ତି। ସେ ତାଙ୍କ ଉପ ରେ ବାବିଲକୁ ନିଆୟାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ଯସ୍ତ କରିଅଛନ୍ତି।
|