25 |
ଆଉ ମୁଁ ତୁମ୍ଭ ସହିତ କଥା ହାଇେଛି ବୋଲି ଯଦି ଅଧିପତିମାନେ ଜାଣନ୍ତି, ତବେେ ସମାନେେ ତୁମ୍ଭକୁ କହିବେ, 'ତୁମ୍ଭେ ରାଜାଙ୍କ ସହିତ ଯାହା ଆଲୋଚନା କରିଛ କିଛି ନ ଲୁଚାଇ ତାହା ଆମ୍ଭମାନଙ୍କୁ ଜଣାଅ, ଆଉ ରାଜା ତୁମ୍ଭକୁ କ'ଣ ସବୁ କହିଛନ୍ତି, ତାହା ଠିକ୍ ଭାବରେ ପ୍ରକାଶ କର। ତାହା ହେଲେ ଆମ୍ଭମାନେେ ତୁମ୍ଭକୁ ବଧ କରିବୁ ନାହିଁ।'
|