19 |
ଏହାପ ରେ ସଦାପ୍ରଭୁ କହିଲେ, " ହେ ଯିରିମିୟ, ତୁମ୍ଭେ ଯଦି ଫରେିବ ଓ ଆମ୍ଭର ସବୋ କରିବ, ତବେେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫରୋଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ଯହୀନ କଥା ନ କହି ମୂଲ୍ଯବାନ୍ କଥା କହିବ, ତବେେ ତୁମ୍ଭେ ଆମ୍ଭର ମୁଖ ସ୍ବରୂପ ହବେ। ସମାନେେ ତୁମ୍ଭ ପାଖକୁ ଫରେିଆସିବେ। ମାତ୍ର ତୁମ୍ଭେ ସମାନଙ୍କେ ପାଖକୁ ଫରେିୟିବ ନାହିଁ।
|