14 |
ସେତବେେଳେ ସଦାପ୍ରଭୁ ମାେତେ କହିଲେ, " ହେ ଯିରିମିୟ, ସହେି ଭବିଷ୍ଯଦବକ୍ତାମାନେ ଆମ୍ଭ ବିଷଯ ରେ ମିଥ୍ଯା ଭବିଷ୍ଯଦବାଣୀ ପ୍ରଚାର କରନ୍ତି। ଆମ୍ଭେ ସମାନଙ୍କେୁ ପ୍ରଚାର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସମାନଙ୍କେୁ କହିବାକୁ ଆଜ୍ଞା ଦଇେ ନାହୁଁ। ସମାନେେ ମିଥ୍ଯା ଭବିଷ୍ଯଦବାଣୀ ଓ ମୂଲ୍ଯହୀନ ଦବୈିତ୍ବ ପ୍ରଚାର କରୁଛନ୍ତି। ସମାନେେ ସମାନଙ୍କେର ହୃଦଯର ପ୍ରବଞ୍ଚନାମୂଳକ ଭବିଷ୍ଯଦବାକ୍ଯ ପ୍ରଚାର କରିଛନ୍ତି।
|
19 |
ଲୋକମାନେ କହନ୍ତି, " ହେ ପରମେଶ୍ବର, ତୁମ୍ଭେ କ'ଣ ଯିହୁଦାକୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ ? ତୁମ୍ଭେ କ'ଣ ସିୟୋନକୁ ଘୃଣା କରିଅଛ ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭମାନେେ ଆଉ ସୁସ୍ଥ ହାଇେ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ ? ଆମ୍ଭମାନେେ ଶାନ୍ତି ଚାହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭମାନେେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କବଳେ ଆଶଙ୍କା ଉପସ୍ଥିତ ହେଲା।
|