ଓଡିଆ ବାଇବଲ |
ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
Search
The Book of Moses
Old Testament History
The Wisdom Books
ପ୍ରମୁଖ ଭବିଷ୍ୟଦ୍ବକ୍ତାମାନେ |
ଛୋଟ ଭବିଷ୍ୟଦ୍ବକ୍ତାମାନେ |
Gospels of Jesus Christ
New Testament History
Paul's Epistles
ସାଧାରଣ ଚିଠି |
Endtime Epistles
Synoptic Gospel
Fourth Gospel
Tamil Bible
English Bible
Hebrew Bible
Greek Bible
Malayalam Bible
Hindi Bible
Telugu Bible
Kannada Bible
Bengali Bible
Marathi Bible
Gujarati Bible
Punjabi Bible
Urdu Bible
ଅଧିକ
ଯିଶାଇୟ 51:15
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
53
54
55
56
57
58
59
60
61
62
63
64
65
66
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
Notes
No Verse Added
History
ଯିଶାଇୟ 51:15 (05 18 am)
ଆମ ବିଷୟରେ
Contact Us
ଯିଶାଇୟ 51:15
1
"
ହେ
ଧର୍ମାଚାରୀଗଣ,
ହେ
ସଦାପ୍ରଭୁଙ୍କ
ଅନ୍ବଷେଣକାରୀଗଣ।
ତୁମ୍ଭମାନେେ
ଆମ୍ଭର
କଥା
ଶୁଣ
;
ତୁମ୍ଭମାନେେ
ଯେଉଁ
ଶୈଳରୁ
କଟା
ହାଇେଥିଲ
ଓ
ଯେଉଁ
ଗର୍ତ୍ତରୁ
ଚ୍ଛଦରେୁ
ଖୋଳା
ହାଇେଥିଲା,
ତାହା
ପ୍ରତି
ଦୃଷ୍ଟିପାତ
କର।
2
ତୁମ୍ଭମାନଙ୍କ
ପିତା
ଅବ୍ରହାମ
ଓ
ଜନ୍ମଦାତ୍ରୀ
ସାରା
ପ୍ରତି
ଦୃଷ୍ଟି
ଦିଅ।
ସେ
ଯେତବେେଳେ
ଏକାକୀ
ଥିଲା
ଆମ୍ଭେ
ତାହାକୁ
ଆହ୍ବାନ
କଲୁ।
ଆମ୍ଭେ
ଆଶୀର୍ବାଦ
କରି
ତାକୁ
ବହୁ
ବଂଶ
କଲୁ।"
3
ସହେିପରି
ସଦାପ୍ରଭୁ
ସିୟୋନକୁ
ଆଶୀର୍ବାଦ
କରିବେ
;
ସେ
ତାହାର
ଉପଦ୍ରୁତ
ସ୍ଥାନଗୁଡ଼ିକ
ପାଇଁ
ଦୁଃଖିତ
ହବେେ।
ସେ
ତାହାର
ପ୍ରାନ୍ତରକୁ
ଏଦନ
ତୁଲ୍ଯ
ଓ
ତାହାର
ମରୁଭୂମିକୁ
ସଦାପ୍ରଭୁଙ୍କ
ଉଦ୍ୟାନ
ତୁଲ୍ଯ
କରିବେ।
ତାହାର
ଲୋକମାନେ
ଆନନ୍ଦିତ
ଓ
ଉଲ୍ଲସିତ
ହବେେ
ଏବଂ
ସଙ୍ଗୀତ
ଧ୍ବନି
କରି
ଧନ୍ଯବାଦ
ଦବେେ।
4
"
ହେ
ଆମ୍ଭର
ଲୋକମାନେ,
ଆମ୍ଭ
ବାକ୍ଯ
ରେ
ଅବଧାନ
କର
;
ହେ
ଆମ୍ଭର
ଦେଶୀଯ
ଲୋକମାନେ,
ଆମ୍ଭ
କଥା
ରେ
କର୍ଣ୍ଣପାତ
କର।
ଆମ୍ଭଠାରୁ
ଏକ
ବ୍ଯବସ୍ଥା
ନିର୍ଗତ
ହବେ
ଓ
ଆମ୍ଭେ
ଗୋଷ୍ଠୀବର୍ଗର
ଦୀପ୍ତି
ନିମନ୍ତେ
ଆମ୍ଭର
ବିଚାର
ସ୍ଥାପନ
କରିବା।
5
ଆମ୍ଭର
ଧର୍ମ
ନିକଟବର୍ତ୍ତୀ,
ଆମ୍ଭର
ପରିତ୍ରାଣ
ନିର୍ଗତ
ହାଇେଅଛି
ଓ
ଆମ୍ଭର
ବାହୁ
ଗୋଷ୍ଠୀବର୍ଗର
ବିଚାର
କରିବ।
ଦ୍ବୀପଗଣ
ଆମ୍ଭ
ଅପେକ୍ଷା
ରେ
ରହିବେ
ଓ
ଆମ୍ଭର
ପରାକ୍ରମ
ରେ
ଆଶା
ରଖିବେ।
6
ତୁମ୍ଭମାନେେ
ସ୍ବର୍ଗମଣ୍ଡଳ
ପ୍ରତି
ଉର୍ଦ୍ଧ୍ବଦୃଷ୍ଟି
କର
ଓ
ଅଧଃସ୍ଥିତ
ଭୂମଣ୍ଡଳ
ପ୍ରତି
ନିରୀକ୍ଷଣ
କର।
କାରଣ
ଆକାଶ
ମଣ୍ଡଳ
ଧୂମ
ତୁଲ୍ଯ
ଅନ୍ତର୍ହିତ
ହବେ
ଓ
ଭୂମଣ୍ଡଳ
ବସ୍ତୁ
ତୁଲ୍ଯ
ଜୀର୍ଣ୍ଣ
ହବେ।
ଆଉ
ମଧ୍ଯ
ପୃଥିବୀବାସୀ
ସହେିପରି
ମୃତ୍ଯୁବରଣ
କରିବେ।
ମାତ୍ର
ଆମ୍ଭର
ପରିତ୍ରାଣ
ଅନନ୍ତକାଳସ୍ଥାଯୀ
ହବେ
ଓ
ଆମ୍ଭର
ଧର୍ମାଚାର
ଲୁପ୍ତ
ହବେ
ନାହିଁ।
7
ତୁମ୍ଭେ
ଯେଉଁମାନଙ୍କୁ
ଯଥାର୍ଥ
ଜାଣ।
ଯେଉଁ
ଲୋକମାନେ
ମାରେ
ଶିକ୍ଷା
ହୃଦଯ
ରେ
ଧରି
ରଖନ୍ତି,
ଦୟାକରି
ମାେ
କଥା
ଶୁଣ,
ତୁମ୍ଭମାନେେ
ଦୁଷ୍ଟ
ଲୋକଙ୍କ
ଅପମାନ
ରେ
ଭୟଭୀତ
ହୁଅ
ନାହିଁ।
8
କାରଣ
ସମାନେେ
ଜୀର୍ଣ୍ଣ
ବସ୍ତୁ
ସଦୃଶ
ଓ
କୀଟ
ସମାନଙ୍କେୁ
ଖାଇ
ପକାଇବ
ଓ
ପୋକ
ପଶମ
ବସ୍ତୁକୁ
ଖାଇଲା
ପରି
ସମାନଙ୍କେୁ
ଖାଇ
ପକାଇବ।
ମାତ୍ର
ଆମ୍ଭର
ଧର୍ମ
ଅନନ୍ତକାଳସ୍ଥାଯୀ
ହବେ
ଓ
ଆମ୍ଭର
ପରିତ୍ରାଣ
ଚିରକାଳ
ବିରାଜିତ
ହବେ।"
9
ହେ
ସଦାପ୍ରଭୁଙ୍କ
ବାହୁ,
ଉଠ,
ଜାଗ୍ରତ
ହୁଅ।
ବଳ
ଧାରଣ
କର।
ଯେପରି
ପୂର୍ବକାଳ
ରେ
ଓ
ପ୍ରାଚୀନକାଳର
ପୁରୁଷ
ପରମ୍ପରା
ସମୟରେ
ଉଠିଥିଲ,
ସହେିପରି
ଜାଗ।
ରାହବକୁ
ଯେ
ଖଣ୍ଡ
ଖଣ୍ଡ
କରି
କାଟିଥିଲେ
ଓ
ନାଗକୁ
ଯେ
ବିଦ୍ଧ
କରିଥିଲେ,
ସହେି
ପ୍ରଭୁ
ତୁମ୍ଭେ
ନୁହଁ
କି
?
10
ଯେ
ସମୁଦ୍ରକୁ
ଓ
ଗଭୀରତମ
ବାରିଧିର
ଜଳରାଶିକୁ
ଶୁଷ୍କ
କଲେ,
ଯେ
ମୁକ୍ତିପ୍ରାପ୍ତ
ଲୋକମାନଙ୍କର
ପାର
ହବୋ
ପାଇଁ
ସମୁଦ୍ରର
ଗଭୀରତମ
ସ୍ଥାନ
ପଥ
କଲେ,
ସହେି
ପ୍ରଭୁ
ତୁମ୍ଭେ
ନୁହଁ
କି
?
11
ସଦାପ୍ରଭୁଙ୍କ
ନିସ୍ତାରିତ
ଲୋକମାନେ
ଫରେି
ଆସିବେ,
ଆନନ୍ଦ
ଗାନ
କରି
ସିୟୋନ
ରେ
ଉପସ୍ଥିତ
ହବେେ।
ଚିର
ଆନନ୍ଦ
ସମାନଙ୍କେର
ମସ୍ତକର
ଭୂଷଣ
ହବେ।
ସମାନେେ
ଆନନ୍ଦ
ଓ
ଉଲ୍ଲାସ
ପ୍ରାପ୍ତ
ହବେେ
ଏବଂ
ଦୁଃଖ
ଶାେକ
ସୁଦୂରଗାମୀ
ହବେ।
12
ସଦାପ୍ରଭୁ
କୁହନ୍ତି,
"ଆମ୍ଭେ
ହେଉଛୁ
ସହେି
ଯେ
ତୁମ୍ଭମାନଙ୍କୁ
ସାନ୍ତ୍ବନା
ଦିଅନ୍ତି,
ତବେେ
ତୁମ୍ଭେ
କାହିଁକି
ମରଣଶୀଳ
ମାନବ
ଯେ
କି
ତୃଣତୁଲ୍ଯ
ଏପରି
ମାନବର
ସନ୍ତାନକୁ
ଭୟ
କରୁଅଛ
?'
13
ସଦାପ୍ରଭୁ
ଯେ
ଏହି
ଆକାଶମଣ୍ଡଳ
ବିସ୍ତାର
କରି
ଅଛନ୍ତି,
ପୃଥିବୀର
ଭିତ୍ତିମୂଳ
ସ୍ଥାପନ
କରିଅଛନ୍ତି
ଓ
ତୁମ୍ଭର
ନିର୍ମାଣକର୍ତ୍ତା,
ତୁମ୍ଭେ
ତାଙ୍କୁ
ଭୁଲିଅଛ।
ତେଣୁ
ତୁମ୍ଭେ
ଦିନୟାକ
ନିରନ୍ତର
ସମାନଙ୍କେୁ
ଭୟ
କରୁଛ
ଯେ
ତୁମ୍ଭକୁ
ବିନାଶ
କରିବାକୁ
ଉଦ୍ଯତ
ହାଇେ
କୋପ
କରିଛନ୍ତି।
ମାତ୍ର
ସହେି
ଉପଦ୍ରବକାରୀ
ଏବେ
କାହାଁନ୍ତି
ଓ
ତାଙ୍କର
କୋପ
କାହିଁ
?
14
ନିର୍ବାସିତ
ବନ୍ଦୀ
ଶୀଘ୍ର
ମୁକ୍ତ
ହବେ।
ପୁଣି
ସେ
ମରି
ଗର୍ତ୍ତକୁ
ୟିବ
ନାହିଁ।
କିମ୍ବା
ତାହାର
ଖାଦ୍ୟର
ଅଭାବ
ହବେ
ନାହିଁ।
15
"ତରଙ୍ଗଗୁଡ଼ିକୁ
ଗର୍ଜନ
କରିବାକୁ
ଯେ
ସମୁଦ୍ରକୁ
ଆଲୋଡ଼ିତ
କରନ୍ତି।
ଆମ୍ଭେ
ସହେି
ସଦାପ୍ରଭୁ
ତୁମ୍ଭ
ପରମେଶ୍ବର
ଅଟୁ।'
ତାଙ୍କର
ନାମ
ସର୍ବଶକ୍ତିମାନ
ସଦାପ୍ରଭୁ।
16
"
ହେ
ମାରେ
ସବେକ
ଇଶ୍ରାୟେଲ,
ଆମ୍ଭେ
ତୁମ୍ଭ
ମୁଖ
ରେ
ଆମ୍ଭର
ବାକ୍ଯ
ରଖିଅଛୁ
ଓ
ଆମ୍ଭର
ହସ୍ତର
ଛାଯା
ରେ
ତୁମ୍ଭକୁ
ଆଚ୍ଛାଦନ
କରିଅଛୁ।
ତୁମ୍ଭେ
ସିୟୋନକୁ
ଏହା
କହିବ
ଯେ
ଆମ୍ଭେ
ସ୍ବର୍ଗମଣ୍ଡଳ
ରୋପଣ
କରିଅଛୁ
ଓ
ପୃଥିବୀର
ଭିତ୍ତିମୂଳ
ସ୍ଥାପନ
କରିଅଛୁ,
"ତୁମ୍ଭମାନେେ
ମାରେ
ସନ୍ତାନ।"'
17
ହେ
ୟିରୁଶାଲମ,
ଉଠ,
ଜାଗ,
ଛିଡ଼ାହୁଅ,
କାରଣ
ସଦାପ୍ରଭୁ
ତୁମ୍ଭ
ଉପ
ରେ
କୋପ
କରିଛନ୍ତି।
ତେଣୁ
ସେ
ତୁମ୍ଭକୁ
ଦଣ୍ଡ
ଦଇେଛନ୍ତି।
ସେ
ଦଣ୍ଡ
ଏକ
ମଦପାତ୍ର
ସଦୃଶ
ଓ
ତୁମ୍ଭେ
ତାହା
ପାନ
କରିଛି।
ତୁମ୍ଭେ
ସଦାପ୍ରଭୁଙ୍କ
ହସ୍ତରୁ
କୋପରୂପ
ପାନପାତ୍ର
ନଇେ
ତାହାକୁ
ଶଷେ
କରିଅଛ।
18
ୟିରୁଶାଲମ
ଅନକେ
ସନ୍ତାନ
ଜନ୍ମ
ଦଇେଛି,
ମାତ୍ର
ସମାନଙ୍କେ
ମଧିଅରେ
ତାକୁ
ବାଟ
କଢ଼ାଇ
ନବୋକୁ
କହେି
ନାହାଁନ୍ତି।
ପୁଣି
ସେ
ଯେଉଁ
ସନ୍ତାନଗଣଙ୍କୁ
ପାଳନ
କରିଅଛି,
ସମାନଙ୍କେ
ମଧିଅରେ
କହେି
ତାହା
ହାତଧରି
ନବୋ
ପାଇଁ
ନାହାଁନ୍ତି।
19
ଦୁଇଟି
ବିଷଯ
ତୁମ୍ଭ
ପ୍ରତି
ଘଟିଅଛି,
ଶୂନ୍ଯତା
ଓ
ବିନାଶ
ଏବଂ
ଦୁର୍ଭିକ୍ଷ
ଓ
ଖଡ୍ଗ।
20
ତୁମ୍ଭର
ସନ୍ତାନଗଣ
ମୂର୍ଚ୍ଛିତ
ହାଇେଅଛନ୍ତି।
ସମାନେେ
ପ୍ରେତ୍ୟକକ
ସଡ଼କ
ମୁଣ୍ଡ
ରେ
ପଡ଼ିଛନ୍ତି
ଯେପରି
ହରିଣ
ଜାଲ
ପାଶ
ରେ
ଆବଦ୍ଧ
ହୁଏ।
ସମାନେେ
ସଦାପ୍ରଭୁଙ୍କ
କୋପ
ରେ
ଓ
ତୁମ୍ଭ
ପରମେଶ୍ବରଙ୍କ
ଧମକରେ
ପରିପୂର୍ଣ୍ଣ।
21
ଏଣୁକରି
ଦୟାକରି
ଏହା
ଶୁଣ,
ହେ
ୟିରୁଶାଲମ,
ତୁମ୍ଭେ
ଦ୍ରାକ୍ଷାରସର
କୁହୁକରେ
ମତ୍ତ
ନୁହଁ,
କିନ୍ତୁ
ତୁମ୍ଭେ
ମତ୍ତୁଆଲା
ଅଟ।
22
ତୁମ୍ଭ
ପ୍ରଭୁ
ସଦାପ୍ରଭୁ
ଯେ
କି
ନିଜ
ଲୋକମାନଙ୍କର
ସପକ୍ଷ
ରେ
ସହେି
ପରମେଶ୍ବର
ଏହି
କଥା
କୁହନ୍ତି,
"
ଦେଖ,
ଆମ୍ଭେ
"
କୋପରୂପକ
ପାନପାତ୍ର'
ତୁମ୍ଭ
ହସ୍ତରୁ
କାଢ଼ି
ନଇେ
ଅଛୁ।
ତୁମ୍ଭେ
ଆଉ
ପାନ
କରିବ
ନାହିଁ
ଅର୍ଥାତ୍
ଆମ୍ଭେ
ଆଉ
ତୁମ୍ଭକୁ
ଦଣ୍ଡ
ଦବେୁ
ନାହିଁ।
23
ଯେଉଁମାନେ
ତୁମ୍ଭକୁ
କ୍ଲେଶ
ଦଇେଛନ୍ତି,
ସହେିମାନଙ୍କ
ବିପକ୍ଷ
ରେ
ଆମ୍ଭେ
ୟିବା।
ସମାନେେ
ତୁମ୍ଭକୁ
କହିଛନ୍ତି,
"ତୁମ୍ଭେ
ନଇଁପଡ଼,
ଆମ୍ଭେ
ତୁମ୍ଭ
ଉପ
ରେ
ଗମନ
କରିବୁ।'
ପୁଣ
ତୁମ୍ଭମାନେେ
ଭୂମି
ଓ
ସଡ଼କପରି
ପିଠି
ପାତି
ଦଇେଛ
ଏବଂ
ସମାନେେ
ତୁମ୍ଭମାନଙ୍କ
ଉପ
ରେ
ଗମନାଗମନ
କରିଛନ୍ତି।"
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
oriya Letters Keypad References