1 |
ସଦାପ୍ରଭୁ ଏହିକଥା କୁହନ୍ତି, " ହେ ଇଶ୍ରାୟେଲର ପୁତ୍ରଗଣ, ତୁମ୍ଭମାନେେ ଭାବୁଛ ଆମ୍ଭେ ତୁମ୍ଭର ମାତା ୟିରୁଶାଲମକୁ ତ୍ଯାଗ କରିଅଛୁ। ପ୍ରମାଣ ସ୍ବରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ଯରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରଯ କରିଅଛୁ ? ଏଠା ରେ ଦେଖ, ତୁମ୍ଭମାନେେ ନିଜର ଅପରାଧ ପାଇଁ ବିକ୍ରୀ ହାଇେଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ଯକ୍ତା ହାଇେଥିଲେ।
|
2 |
ଆମ୍ଭେ ଆସିଲା ବେଳେ କାହିଁକି କହେି ଉପସ୍ଥିତ ନ ଥିଲ ? ଆମ୍ଭେ ଡ଼ାକିଲା ବେଳେ କହେି ଉତ୍ତର ଦବୋକୁ କାହିଁକି ନ ଥିଲ ? ଆମ୍ଭର ହସ୍ତ କ'ଣ େଛାଟ ଯେ ତାହା ମୁକ୍ତ କରିପାରିବ ନାହିଁ ? କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ'ଣ ପରାକ୍ରମ ନାହିଁ ? ଦେଖ, ଆମ୍ଭର ଆଦେଶ ରେ ସମୁଦ୍ର ଶୁଖିୟାଇପା ରେ ଓ ନଦନଦୀକୁ ପ୍ରାନ୍ତର କରିଦଇେ ପାରୁ। ସେଥି ରେ ଥିବା ମତ୍ସ୍ଯ ଜଳ ଅଭାବରୁ ତୃଷାର୍ତ୍ତ ହାଇେ ମରିଯିବେ ଓ ଦୁର୍ଗନ୍ଧ ହବେ।
|